ଭୁବନେଶ୍ୱର:ମେ ୧୯: ଓଡ଼ିଶାରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ହେଇଛି l ଏହା ସହ ରାଜ୍ୟର କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ସଂଖ୍ୟା ୫ ରେ ପହଂଚିଛି l ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ କଟକ ଜିଲ୍ଲାର ବୋଲି ଜଣ ପଡିଛି l ତାଙ୍କର ବୟଷ ୭୫ ବର୍ଷ ହେଇଥିଲା l ସେ ଶ୍ୱାସକ୍ରିୟା ଜନିତ ରୋଗ ରେ ପୀଡିତ ଥିବା ଯୋଗୁଁ, AIIMS ଭୁବନେଶ୍ୱର ରେ ଚିକିତ୍ସା ପାଇଁ ଭର୍ତି ହେଇଥିଲେ l ଅଳ୍ପ କେତେ ଘଣ୍ଟା ପରେ, ତାଙ୍କର ମୃତ୍ୟୁ ହେଇଥିଲା l
ପରେ ତାଙ୍କର କୋବିଦ-୧୯ positive ଥିବାର ଜଣାପଡିଥିଲା l
Sorry to inform that a 75 year old patient of Cuttack suffering from severe comorbidities and chronic pulmonary disease was admitted to AIIMS Bhubaneswar Emergency and unfortunately passed away within a few hours.
He was later tested and found to be positive for #COVID19.
— H & FW Dept Odisha (@HFWOdisha) May 19, 2020
Comments are closed.