ଭୁବନେଶ୍ୱର: ଜୁନ ୨୯: ଓଡ଼ିଶାରେ ଆଉ ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହେଇଛି I ଗଂଜାମ ଜିଲ୍ଲାର ଏହି ଦୁଇ ମୃତକ ଙ୍କର ବୟଷ ୪୮ ଓ ୫୨ ବର୍ଷ ଏବଂ ଉଭୟ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି I
ଏବେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି I
Regret to inform that two Covid positive patients (male 48 years and male 52 years) of Ganjam district, passed away while under treatment in hospital.
— H & FW Dept Odisha (@HFWOdisha) June 29, 2020
Comments are closed.