ସୁନାମଧନ୍ୟ ହାସ୍ୟ ଅଭିନେତା ସୋମ୍ୟ ରଞ୍ଜନ ପଣ୍ଡା ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ବେଳେ ତାଙ୍କର ଆପୋଲୋ ହସପିଟାଲରେ ମୃତ୍ୟୁ ଘଟିଛି।ସେ ବହୁ ଓଡିଆ ଫିଲ୍ମ ଓ ସିରିୟଲ ରେ ଅଭିନୟ କରି ଓଡିଶାରେ ବେଶ ସୁନାମ ଅର୍ଜନ କରିଛନ୍ତି ।ଖାସକରି ଜି ସାର୍ଥକ ରେ ପ୍ରଶାରଣ ହେଉଥିବା Mr nonsense ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ।
Comments are closed.