ଭୁବନେଶ୍ୱର:ମେ ୨୪: ଚିକିତ୍ସିତ ହେଉଥିବା ଆଉ ୫୩ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହେଇଛନ୍ତି l ଓଡ଼ିଶାରେ ଏ ପର୍ଯ୍ୟନ୍ତ ୫୫୦ ଜଣ କରୋନାରେ ପୀଡିତ ବ୍ୟକ୍ତି ସୁସ୍ଥ ହେଇସାରିଲେଣି l
ଆଜି ଗଂଜାମ ଜିଲ୍ଲା ରୁ ୩୦ ଜଣ, ଯାଜପୁର ରୁ ୧୮ ଜଣ, ଖୋର୍ଦ୍ଧା ରୁ ୩ ଜଣ ଏବଂ କେନ୍ଦୁଝର ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l
Another 53 #Covid19 patients have recovered and are being discharged.
30 are from Ganjam,
18 from Jajpur,
3 from Khordha and
2 from Keonjhar.The total recovered cases of #Odisha now stand at 550.
— H & FW Dept Odisha (@HFWOdisha) May 24, 2020
Comments are closed.