ଆଦାଙ୍କ ଟ୍ରାଡିଶନାଲ ଗେଟ୍ଅପ୍! ମନୋରଞ୍ଜନ By Samaya Live On Apr 28, 2020 Share ବଲିଉଡ୍ ଷ୍ଟାରମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହୁଛନ୍ତି। ଫ୍ୟାନ୍ମାନଙ୍କ ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କରି ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। କିଏ କୁକିଂ ତ ଆଉ କିଏ ଡ୍ୟାନ୍ସିଂ। View this post on Instagram What's the firrrrrrst thing ur going to do after the lockdown is over?🤸♀️♥️ . . . That's the firrrrst question in all interviews these days …i have no interesting answers…so u guys give me and il say it in my next interview…i will give credit also promise👼😇 . . SWIPE and The last image, only those who are cooking will understand..okkkk only those who are not very good cooks who get distracted easily will get it 😁😁😁😁 #corona #lockdown #khidkipeaaoonabaharnajaoonseason2 #youwillknowifyouhavebeenstalkingmeenough #theleopardprintswimwear A post shared by Adah Sharma (@adah_ki_adah) on Apr 21, 2020 at 9:03am PDT ହେଲେ ବଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ଅଦା ଶର୍ମା ନିଜ ଫ୍ୟାନ୍ମାନଙ୍କ ମନକଥା ବୁଝିବାକୁ ଯାଇ ଟ୍ରାଡିଶନାଲ ଗେଟ୍ଅପ୍ରେ ଏକ ଫଟୋ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଫଟୋରେ ଅଦା ଏକ ଅଫ୍ହ୍ବାଇଟ୍ ଟ୍ରାନ୍ସପରେଣ୍ଟ ଶାଢ଼ି ପିନ୍ଧିଛନ୍ତି। ଏଥିରେ ସେ ପୂରା ହଟ୍ ଦିଶୁଛନ୍ତି। ତାଙ୍କର ଏହି ଲୁକ୍ସକୁ ଫ୍ୟାନ୍ମାନେ ବେଶ୍ ପସନ୍ଦ କରିଛନ୍ତି। ଏହି ଫଟୋଟି ଭାଇରାଲ ହେବାରେ ଲାଗିଛି। Share
Comments are closed.