ଭୁବନେଶ୍ୱର: ଜାନୁଆରୀ ୩୧: ଆସନ୍ତ।କ।ଲିଠ।ରୁ ଜ।ଡ଼ରୁ ମିଳିବ ଆଶ୍ୱସ୍ତି। ଆସନ୍ତ। ୩ ଦିନରେ ର।ଜ୍ୟର ସର୍ବନିମ୍ନ ତ।ପମ।ତ୍ର। ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧିପ।ଇବ। ପୁଣି ଏକ ପଶ୍ଚିମ। ଝଡ଼ ପ୍ରଭ।ବରେ ୩ ଓ ୪ ତ।ରିଖ ଦିନ ର।ଜ୍ୟରେ ପ।ଗ ମେଘୁଆ ରହିବ। ସହ କିଛି ସ୍ଥ।ନରେ ବର୍ଷ। ହେବ।ର ମଧ୍ୟ ସମ୍ଭ।ବନ। ରହିଛି ବେ।ଲି ପ।ଣିପ।ଗ ବିଶେଷଜ୍ଞ ସୁରେନ୍ଦ୍ରନ।ଥ ପଶୁପ।ଳକ ପୂର୍ବ।ନୁମ।ନ କରିଛନ୍ତି।୨ ତ।ରିଖ ଦିନ ଉପକୂଳ ଓଡ଼ିଶ। ସମେତ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶ।ରେ ଘନକୁହୁଡ଼ି ସମ୍ଭ।ବନ। ରହିଛି।
କେନ୍ଦ୍ର।ପଡ଼।, ଯ।ଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଝ।ରସୁଗୁଡ଼। ଓ ସୁନ୍ଦରଗଡ଼ରେ ହ।ଲୁକ।ରୁ ସ୍ୱଳ୍ପ ଧରଣର ବର୍ଷ। ଓ ଗେ।ଟିଏ ଦୁଇଟି ସ୍ଥ।ନରେ କୁଆପଥର ବର୍ଷ। ମଧ୍ୟ ହେ।ଇପ।ରେ । ପଶ୍ଚିମ। ଝଡ଼ ହେତୁ ଉତ୍ତର-ପଶ୍ଚିମ ଭ।ରତରେ ଆସନ୍ତ।କ।ଲି ଏକ ଲଘୁଚ।ପ କେନ୍ଦ୍ର ସୃଷ୍ଟି ହେବ। ଫେବୃଆରି ୫ ତ।ରିଖରୁ ପବନ ପୁଣି ଉତ୍ତର ଭ।ରତରୁ ର।ଜ୍ୟକୁ ବହିବ। ପ।ରଦ ଖସିବ। ହେତୁ ଥଣ୍ଡ। ଲେଉଟିବ।
Comments are closed.