ଜ।ମ୍ମୁ-କ।ଶ୍ମୀର: ଡିସେମ୍ବର ୩୦: ଜ।ମ୍ମୁ-କ।ଶ୍ମୀରର ଅନନ୍ତନ।ଗ ଓ କୁଲଗ।ଁଓରେ ସୁରକ୍ଷ।କର୍ମୀ ଓ ଆତଙ୍କବ।ଦୀଙ୍କ ମଧ୍ୟରେ ଦୁଇଟି ଏନକାଉଣ୍ଟରରେ ୨ ପ।କିସ୍ତ।ନ ନ।ଗରିକଙ୍କ ସମେତ ୬ ଆତଙ୍କବ।ଦୀ ପ୍ର।ଣ ହର।ଇଛନ୍ତି । ପ୍ର।ଣ ହର।ଇଥିବ। ଆତଙ୍କବ।ଦୀ ଜୈଶ-ଏ-ମହମ୍ମଦର ବୋଲି ଜଣ।ପଡିଛି । ଘଟଣାରେ ଜଣେ ପୁଲିସ କର୍ମୀ ବି ଆହତ ହୋଇଛନ୍ତି । ସେନ।, ସିଆରପିଏଫ ଓ କ।ଶ୍ମୀର ପୁଲିସର ମିଳିତ ଉଦ୍ୟମରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ ଆତଙ୍କବ।ଦୀ ନିପ।ତ ହୋଇଛନ୍ତି । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇବା ପରେ ସ୍ଥ।ନୀୟ ଅଂଚଳକୁ ଘେର।ବନ୍ଦୀ କରି ତଲ।ସି ଅଭିଯ।ନ ଆରମ୍ଭ ହୋଇଥିଲା।
ତେବେ ଏକା ଥରରେ ୬ ଆତଙ୍କବ।ଦୀ ନିପ।ତ ହେବା ସୁରକ୍ଷ।କର୍ମୀଙ୍କ ପ।ଇଁ ବଡ ସଫଳତ। ବୋଲି କୁହ।ଯ।ଉଛି ।ଗତ ସନ୍ଧ୍ୟ।ରେ ଦକ୍ଷିଣ କଶ୍ମୀରର ଉପରେ।କ୍ତ ଦୁଇ ଜିଲ୍ଲ।ରେ ସଂଗଠିତ ପୃଥକ୍ ଆତଙ୍କବ।ଦ ଅଭିଯ।ନ ଆରମ୍ଭ ହେ।ଇଥିଲ। ବେ।ଲି ସରକ।ରୀ ଅଧିକ।ରୀମ।ନେ କହିଛନ୍ତି । ଆଜି କଶ୍ମୀର ପୁଲିସର ଅଫିସିଆଲ୍ ହ୍ୟ।ଣ୍ଡେଲ୍ ଟୁଇଟ୍ କରି ଏ ସଂମ୍ପର୍କରେ ସୂଚନା ଦେଇଛି।
Comments are closed.