ଭୁବନେଶ୍ୱର: ଅଗଷ୍ଟ ୨୨: ଓଡ଼ିଶାରେ ୨୪ ଘଂଟାରେ ୨୮୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୬୯୧ ଟି Quarantine କେଶ ଏବଂ ୧୧୨୮ ଟି Local Contact କେଶ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I
ଖୋର୍ଦ୍ଧା ରୁ ସର୍ବାଧିକ ୪୪୩ ଟି ନୂଆ କେଶ ଚିହ୍ନଟ ହେଇଥିବା ବେଳେ, କଟକ ରୁ ୨୫୭, ମୟୁରଭଞ୍ଜ ରୁ ୨୧୯, ଗଂଜାମ ରୁ ୧୯୨, ରାୟଗଡା ରୁ ୧୪୭, ସମ୍ବଲପୁର ରୁ ୧୪୫, ବରଗଡ ରୁ ୧୩୬, ଯାଜପୁର ରୁ ୧୨୦, ପୁରୀ ରୁ ୧୦୯, ବାଲେଶ୍ୱର ରୁ ୧୦୫, ଢେଙ୍କାନାଳ ରୁ ୧୦୦, ମାଲକାନଗିରି ରୁ ୮୩, କୋରାପୁଟ ରୁ ୮୧, ଭଦ୍ରକ ରୁ ୭୭, ନୟାଗଡ ରୁ ୬୪, ଝାରସୁଗୁଡା ରୁ ୬୩, ଗଜପତି ରୁ ୬୨ , କେନ୍ଦ୍ରାପଡ଼ା ୬୨, ସୁନ୍ଦରଗଡ ୫୭, ବଲାଙ୍ଗୀର ୫୬, କଳାହାଣ୍ଡି ୫୫, ଜଗତସିଂହପୁର ରୁ ୪୮, କନ୍ଧମାଳ ରୁ ୪୪, ନବରଙ୍ଗପୁର ରୁ ୪୩, ଅନୁଗୁଳ ରୁ ୨୩, ସୋନପୁର ରୁ ୧୪, କେନ୍ଦୁଝର ରୁ ୭, ବୌଦ ରୁ ୬ ଏବଂ ନୂଆପଡା ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏହାକୁ ମିଶାଇ, ଓଡିଶା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୫ ହଜାର ୫୩୭ ରେ ପହଂଚିଛି I ସେଥିରୁ, ୫୦ ହଜାର ୫୦୪ ଜଣ ସୁସ୍ଥ ହେଇସାରିଛନ୍ତି I ଏବେ ୨୪ ହଜାର ୫୮୧ ଜଣ ଚିକିତ୍ସିତ ହେଉଛନ୍ତି I
୨୪ ଘଂଟାରେ ୯ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ଓଡ଼ିଶାରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୯୯ ରେ ପହଂଚିଛି I
Comments are closed.