ଓଡ଼ିଶାରେ ୧୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ରାଜ୍ୟର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯୭୮ ରେ ପହଁଚିଲା

ଭୁବନେଶ୍ୱର: ମେ ୧୯: ଆଜି ଓଡିଶା ରେ ମୋଟ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ସେମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜିଲ୍ଲା ର ୩୧ ଜଣ, ଜଗତସିଂହପୁର ର ୨୩ ଜଣ, ଭଦ୍ରକ ର ୨୧ ଜଣ, କେନ୍ଦ୍ରାପଡା ର ୮ ଜଣ, କଟକ ଜିଲ୍ଲା ର ୪ ଜଣ, ଖୋର୍ଦ୍ଧା ର ୪ ଜଣ, ପୁରୀ ଜିଲ୍ଲା ର ୪ ଜଣ, ଅନୁଗୁଳ ଜିଲ୍ଲା ର ୨ ଜଣ, ବାଲେଶ୍ୱର ଜିଲ୍ଲା ର ୨ ଜଣ, ସମ୍ବଲପୁର ଜିଲ୍ଲା ର ୨ ଜଣ ଏବଂ ନୟାଗଡ ଜିଲ୍ଲା ର ଜଣେ l
ଚିହ୍ନଟ ହେଇଥିବା ୧୦୨ ଜଣ ଙ୍କୁ ମିଶାଇ, ଓଡିଶା ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟl ୯୭୮ ରେ ପହଂଚିଛି l
ଆଜି ଚିହ୍ନଟ ହେଇଥିବା ରୋଗୀ ଙ୍କ ମଧ୍ୟରୁ ୯୭ ଜଣ quarantine ସେଣ୍ଟର ରେ ଥିଲେ ଏବଂ ବାକି ୫ ଜଣ local case l

Comments are closed.