ଭୁବନେଶ୍ୱର:ଅଗଷ୍ଟ ୪: ଓଡ଼ିଶାରେ ୨୪ ଘଂଟାରେ ୯ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ହେଇଛି I ଏହାକୁ ମିଶାଇ, ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୧୬ କୁ ବୃଦ୍ଧି ପାଇଛି I
ମୃତ୍ୟୁବରଣ କରିଥିବା ୯ ଜଣ ଙ୍କ ମଧ୍ୟରୁ, ୬ ଜଣ ଗଂଜାମ ଜିଲ୍ଲାର ହେଇଥିବା ବେଳେ ଖୋର୍ଦ୍ଧା , ପୁରୀ ଓ ଯାଜପୁର ର ଜଣେ ଲେଖାଏଁ ଅଛନ୍ତି I
ଗଂଜାମ ରେ ଏ ପର୍ଯ୍ୟନ୍ତ ୧୧୨ ଜଣଙ୍କର ମୃତ୍ୟୁ ହେଇଛି I ସେହିପରି, ଖୋର୍ଦ୍ଧା ଏ ପର୍ଯ୍ୟନ୍ତ ରେ ୩୦ ଜଣ, ପୁରୀ ରେ ୪ ଜଣ ଏବଂ ଯାଜପୁର ୩ ଜଣ ଙ୍କର କରୋନା ରେ ମୃତ୍ୟୁ ହେଇଛି I
Comments are closed.