ଓଡ଼ିଶାରେ ୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୧୦୩ କୁ ବୃଦ୍ଧି

ଭୁବନେଶ୍ୱର: ମେ ୨୧: ଓଡ଼ିଶାରେ ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏଥିସହ ରାଜ୍ୟରେ ମୋଟ କାରଣ ଆକ୍ରାନ୍ତ ଙ୍କ ସଂଖ୍ୟା ୧୧୦୩ କୁ ବୃଦ୍ଧି ପାଇଛି l
କଳାହାଣ୍ଡି ଜିଲ୍ଲା ରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ପୁରୀ ରେ ଜଣେ,ମୟୁରଭଞ୍ଜ ରେ ୩ ଜଣ, ଗଂଜାମ ରେ ୪ ଜଣ, ଯାଜପୁର ରେ ୫ ଜଣ, ଅନୁଗୁଳ ରେ ୨ ଜଣ, ଜଗତସିଂହପୁର ରେ ୨ ଜଣ, କଟକ ଜିଲ୍ଲା ରେ ୯ ଜଣ, ନୟାଗଡ ରେ ୧୧ ଜଣ, ସମ୍ବଲପୁର ରେ ୨ ଜଣ ଏବଂ ମାଲକାନଗିରି ରେ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l
ଆଜି ଚିହ୍ନଟ ହେଇଥିବା ୫୧ ଜଣ ଙ୍କ ମଧ୍ୟରୁ, ୪୮ ଜଣ Quarantine ସେଣ୍ଟର ରେ ଅଛନ୍ତି ଏବଂ ଅନ୍ୟ ତିନୋଟି local case l

Comments are closed.