କଟକ ସହରରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଜୁଲାଇ ୫: କଟକ ସହର ରେ ଚିହ୍ନଟ ହେଲେ ଆଉ ୭୪ ଜଣ କରୋନା ଆକ୍ରାନ୍ତ I ସେମାନଙ୍କମଧ୍ୟରୁ, ୪୬ ଜଣ Institutional Quarantine ରେ ଥିବାବେଳେ, ୨୮ ଜଣ Home Quarantine ରେ ଥିଲେ I
Institutional Quarantine ରୁ ଚିହ୍ନଟ ହେଇଥିବା ୪୬ ଜଣଙ୍କ ମଧ୍ୟରେ,୩୮ଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ ରହିଛି।
ତେବେ, ଏ ପର୍ଯ୍ୟନ୍ତ କଟକ ସହର ରେ ଚିହ୍ନଟ ହେଲେଣି ୧୯୦ ଜଣ କରୋନା ସଂକ୍ରମିତ I ସେଥିମଧ୍ୟରୁ, ୨୨ ଜଣ ସୁସ୍ଥ ହେଇଥିବା ବେଳେ, ୧୬୬ ଜଣ ଚିକିତ୍ସିତ ହେଉଛନ୍ତି I ୨ ଜଣଙ୍କର ମୃତ୍ୟୁ ଘଟିଛି I

 

Comments are closed.