ଟୋକିଓ ଅଲିମ୍ପିକ: ଭାରତର ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ ନକ ଆଉଟ ରାଉଣ୍ଡ ରେ ପ୍ରବେଶ କଲେ

ଟୋକିଓ: ଜୁଲାଇ ୨୮: ରିଓ ଅଲିମ୍ପିକ୍ସ ରେ ରୌପ୍ୟ ପଦକ ପାଇଥିବା ଭାରତର ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ ବୁଧବାର ଟୋକିଓ ଅଲିମ୍ପିକ୍ ଗେମ୍ସରେ ମହିଳା ସିଙ୍ଗଲ୍ସ Round of 16 ରେ ପ୍ରବେଶ କରିଛନ୍ତି I ହଂକଂର ଚେଙ୍ଗ୍ ନାଗାନ୍ ୟୀଙ୍କୁ ପରାସ୍ତ କରିଛନ୍ତି ଏହି ପର୍ଯ୍ୟାୟ କୁ ଆସିଛନ୍ତି ଇ
ଏହା ତାଙ୍କପାଇଁ Group J ର ଶେଷ ମ୍ୟାଚ I ସିନ୍ଧୁ ଉନ୍ନତ କୋର୍ଟ କଭରେଜ ଏବଂ angle ର ବ୍ୟବହାର କରି 28 ବର୍ଷୀୟ ଚେଙ୍ଗ ଙ୍କୁ ପରାସ୍ତ କରିଥିଲେ I ସିନ୍ଧୁ, ସୁପର ନେଟ୍ ପ୍ଲେ ସହିତ ଫୋରକୋର୍ଟ୍ ରେ ପ୍ରାୟ କିଛି ଦେଇନଥିଲେ ଏବଂ ଖୁବ୍ ଶୀଘ୍ର ପ୍ରଥମ ଗେମ୍ ୨୧-୯ ରେ ଜିତିଥିଲେ I
ଚେଙ୍ଗ୍ ଦ୍ଵିତୀୟ ଗେମ ରେ ସିନ୍ଧୁଙ୍କୁ ଦୂର ପଛପଟ କୋଣକୁ ଖେଳି 7-6 ପଏଣ୍ଟ ରେ ଆଗରେ ଥିଲେ I କିନ୍ତୁ, ୨୧-୧୬ ପଏଣ୍ଟ ଗ୍ୟାପ ରେ ସିନ୍ଧୁ ତାଙ୍କୁ ହରାଇଲେ I
ଜୁଲାଇ 25 ରେ ଓପନିଂ Group ମ୍ୟାଚ୍ ରେ ସିନ୍ଧୁ ଇସ୍ରାଏଲର କେସେନିଆ ପୋଲିକର୍ପୋଭାଙ୍କୁ 21-7, 21-10 ରେ ପରାସ୍ତ କରିଥିଲେ |

 

Comments are closed.