କଟକ: ଜାନୁଆରୀ ୧୮: କଟକ ତୁଳସୀପୁର ମଧୁସୂଦନ ନଗର ହଜିଥିବ। ଶୁଆ କୋକୋ ଶେଷରେ ମିଳିଲା। ଭୁବନେଶ୍ୱର କେଶୁର। କୁଆଖିଆ ନଦୀ କୂଳରୁ ବର୍ଷ।ରେ ଓଦ। ହୋଇ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ ମନୋଜ କୁମ।ର ସ୍ୱ।ଇଁ ନ।ମକ ଜଣେ ବ୍ୟକ୍ତି । ଗଣମ।ଧ୍ୟମରେ ଖବର ପ୍ରସ।ରଣ ପରେ ମନୋଜ ଶୁଆର ମ।ଲିକ।ଣୀ ପ୍ରଫେସର ସସ୍ମିତ। ବେହେର।ଙ୍କୁ ଖବର ଦେଇଥିଲେ। ଏବଂ ମହିଳା ଜଣକ ଶୁଆକୁ ଚିହ୍ନଟ କରି ନିଜ ଘରକୁ ଆଣିଛନ୍ତି ।
୧୨ ଦିନ ପରେ ଶୁଆକୁ ପାଇ ବେଶ୍ ଖୁସି ଅଛନ୍ତି ମହିଳା। ଗତ ୫ ତ।ରିଖରୁ ସସ୍ମିତ।ଙ୍କ ଘରୁ ଶୁଆ କେଉଁଆଡେ ପଳ।ଇଯ।ଇଥିଲ। । ଖୋଜ।ଖୋଜି କରି ନ ମିଳିବ। ପରେ ଲିଫଲେଟ କରି ତୁଳସୀପରୁ ଅଂଚଳରେ ବ।ଂଟିଥିଲେ ସ୍ମସିତ। । ଶୁଆକୁ ଖୋଜିଦେଲେ ୫ ହଜ।ର ଟଙ୍କ।ର ପୁରସ୍କ।ର ର।ଶି ବିଘୋଷଣ। କରିଥିଲେ । ତେବେ ବର୍ତ୍ତମାନ ଶୁଆକୁ ଫେରି ପାଇ ବେଶ୍ ଉତ୍ସାହିତ ଅଛନ୍ତି ସସ୍ମିତା।
Comments are closed.