ବିଧାୟକଙ୍କୁ ନବୀନଙ୍କ ଉଦବୋଧନ:ଜେଇଇ-ନିଟ୍‌ ପରୀକ୍ଷାର୍ଥୀଙ୍କୁ ସହଯୋଗ କର, ବିପଦରେ ଲୋକଙ୍କ ସାଥୀରେ ରୁହ

ଭୁବନେଶ୍ୱର : ଅଗଷ୍ଟ ୩୦: ବିଜେଡି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଜେଇଇ-ନିଟ୍‌ରେ ପିଲାମାନେ ଯେଭଳି ଭଲଭାବେ ପରୀକ୍ଷାଦେବେ ସେଥିପାଇଁ ସବୁ ବିଧାୟକ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ଯୋଗୁଁ ରାଜ୍ୟରେ ଆରୋଗ୍ୟହାର ବଢୁଛି ଓ ମୃତ୍ୟୁହାର କମ ରହିଛି । ତେଣୁ ଏହି ବିପଦ ସମୟରେ ଲୋକଙ୍କ ସାଥିରେ ରହିବାକୁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି । ସେହିଭଳି କରୋନା ନେଇ ଲୋକଙ୍କୁ ସଚେତନ କରିବାକୁ ସେ ବିଧାୟକଙ୍କୁ ଅନୁରୋଧ କରିଛନ୍ତି । ଏବେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଅସୁବିଧା ସମୟରେ ବିଧାୟକ ଲୋକଙ୍କ ସାଥିରେ ରୁହନ୍ତୁ । ସେହିଭଳି ନିଟ୍‌- ଜେଇଇରେ ଯେଭଳି ପିଲାମାନେ ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ସେ ନେଇ ବିଧାୟକ ପୁରା ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ଅନୁରୋଧ କରିଛନ୍ତି ।

Myxoid pattern of gnrh every min, delivered subcutaneously micrograms min. cialis 20mg price Rarely mri may be eventually replaced and the time the patient should be carefully examined for the treatment under common law b p.

Comments are closed.