ଭୁବନେଶ୍ୱର: ଜୁଲାଇ ୨୪: ଭୁବନେଶ୍ୱରରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୨୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିରୁ, ୨୦୭ ଜଣ Quarantine ରେ ଥିବା ଅବସ୍ଥାରେ ଚିହ୍ନଟ ହେଇଛନ୍ତି ଏବଂ ୪୧ ଟି Local Contact Case ବୋଲି BMC ଟ୍ୱଇଟ ରୁ ଜଣାପଡିଛି I
ଅନ୍ୟପକ୍ଷରେ, ୨୪ ଘଂଟାରେ ୨୯ ଜଣ ସୁସ୍ଥ ହେଇଛନ୍ତି I
ଭୁବନେଶ୍ୱର ରେ ମୋଟ କରୋନା ସଂକ୍ରାମିତଙ୍କ ସଂଖ୍ୟା ୧,୭୧୭ କୁ ବୃଦ୍ଧି ପାଇଛି I ସେହିପରି, ୮୩୪ ଜଣ ସୁସ୍ଥ ହେଇସାରିଥିବା ବେଳେ, ୮୭୦ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପର୍ଯ୍ୟନ୍ତ ୧୧ ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ହେଇଛି I
Comments are closed.