Edited by Papu Mohanty
ଦଶରଥପୁର : ମେ ୨୨:ଦଶରଥପୁର ବ୍ଲକ ଦୁଦୁରାଅନ୍ତା ପଞ୍ଚାୟତ ଗୁଡିଆ ପାଟଣାରେ ଘଟିଛି ଏକ ଅଭାବନୀୟ କାଣ୍ଡ । କେହି ଦୁବୁର୍ତ୍ତ ଗୋଟେ ମାଙ୍କଡରେ ମୁଣ୍ଡ କାଟିନେଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା । ଗୁଣିଗାରେଡି ଶିଖୁଥିବା କେହି ଦୁବୁର୍ତ୍ତ ମାଙ୍କଡର ମୁଣ୍ଡକାଟି ବଳି ପକାଇଥିବା ସନ୍ଦେହ କରାଯାଉଛି । କୁଅଁରସାହି ଗାଁର କିଛି ଯୁବକ ଉକ୍ତମାଙ୍କଡକୁ ନେଇ ଗାଁ ହନୁମାନ ମନ୍ଦିର ନିକଟରେ ଗେରୁଆ ବସ୍ତ୍ର ପିନ୍ଧାଇ ପୂଜାର୍ଚ୍ଚନା କରି ସକିାର କରିଥିଲେ ।
Comments are closed.