ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡା ବ୍ୟାନ

0

ଭୁବନେଶ୍ୱର : ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବୟକଟ କଲା ଯାତ୍ରା ମାଲିକ ସଂଘ । ଏନେଇ ଯାତ୍ରା ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି । ନରି ପଣ୍ଡାଙ୍କୁ ମାଡ଼ ମରା ଘଟଣାରେ ଯାତ୍ରା ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ୨୦୨୫-୨୬ ଯାତ୍ରା ବର୍ଷ ପାଇଁ ନରି ପଣ୍ଡାଙ୍କୁ ବ୍ୟାନ୍‌ କରାଯାଇଥିବା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓ ସୂଚନା ଦେଇଛନ୍ତି। ଯାତ୍ରା ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁ ରେ ନରି ଆଣିଥିଲେ ସଂଗୀନ ଅଭିଯୋଗ ।

Leave A Reply

Your email address will not be published.