ଭୁବନେଶ୍ୱର: ଜୁଲାଇ ୫ : ଓଡ଼ିଶାରେ ଆଜି ୨୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏହାକୁ ମିଶାଇ, ଏ ପର୍ଯ୍ୟନ୍ତ ମୋଟ ସୁସ୍ଥ ହେଲେଣି ୬୨୨୪ ଜଣ I
ଗଂଜାମ ରୁ ସର୍ବାଧିକ ୯୯ ଜଣ ସୁସ୍ଥ ହେଇଥିବାବେଳେ, ଗଜପତି ରୁ ୫୬ ଜଣ, ଝାରସୁଗୁଡା ରୁ ୩୩ ଜଣ, କଟକ ଓ ନବରଙ୍ଗପୁର ରୁ ୧୬ ଜଣ ଲେଖାଏଁ, ବାଲେଶ୍ୱର ରୁ ୧୫ ଜଣ, ସମ୍ବଲପୁର ରୁ ୧୧ ଜଣ, ଖୋର୍ଦ୍ଧା ରୁ ୧୦ ଜଣ, ମୟୁରଭଞ୍ଜ ରୁ ୮ ଜଣ, କେନ୍ଦୁଝର ଓ ପୁରୀ ରୁ ୬ ଜଣ ଲେଖାଏଁ, ଜଗତସିଂହପୁର ରୁ ୫ ଜଣ, ନୟାଗଡ ରୁ ୩ ଜଣ, ବରଗଡ ଓ କୋରାପୁଟ ରୁ ୨ ଜଣ ଲେଖାଏଁ ଏବଂ ଯାଜପୁର ଓ ସୁନ୍ଦରଗଡ ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
Comments are closed.