ରେଳଷ୍ଟେସନ ରୁ ୨ ଜଣଙ୍କ ଶବ ଉଦ୍ଧାର

0

ଭୁବନେଶ୍ୱର : ରାଜଧାନୀର ଦୁଇଟି ରେଳ ଷ୍ଟେସନରୁ ୨ଟି ମୃତଦେହ ଠାବ କରାଯାଇଛି । ବାଣୀବିହାର ଷ୍ଟେସନ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଲିଙ୍ଗରାଜ ଷ୍ଟେସନ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି ପୋଲିସ । ମୃତ ମହିଳା ହେଲେ ଗୌରୀ ଜେନା (୫୫) ,ଘର ମଙ୍ଗଳା ଯୋଡ଼ି, ଖୋର୍ଦ୍ଧା ଟାଙ୍ଗୀ ବୋଲି ସୂଚନା ମିଳିଥିବାବେଳେ ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ତଦନ୍ତ ରେଳବାଇ ପୋଲିସ ।

Leave A Reply

Your email address will not be published.