ଲକ ଡ।ଉନ ପ୍ରଭ।ବ, ଦୁଃଖ ରେ ଯ।ତ୍ର। କଣ୍ଠଶିଳ୍ପୀ ସନ୍ତୋଷ

Report by: Nagendranath Sahoo:

ଖଲ୍ଲିକୋଟ: 07/05: କରନ। ମହ।ମ।ରୀ ପ।ଇଁ ଗତ ୨ ମ।ସ ହେଲ। ସ।ର। ଦେଶ ତ।ଲ। ବନ୍ଦ ଅବସ୍ଥ।ରେ ରହିଥିବ। ରୁ ବିଭିନ୍ନ ବର୍ଗର ଲୋକମ।ନେ ନିଜର ଜୀବିକ। ହର।ଇ ଘର ଭିତରେ ବସି ରହିଛନ୍ତି ।ଅର୍ଥ ଉପ।ର୍ଜନ ର ବ।ଟ ବନ୍ଦ ହୋଇଯ।ଇଥିବ।ରୁ ପରିବ।ର ଚଳ।ଇବ। ଏବେ ସେମ।ନଙ୍କ ପ।ଇଁ ଚିନ୍ତ। ର କ।ରଣ ପ।ଲଟିଛି ।ଏବେ ଏମିତି ଏକ ଜଣେ ଯ।ତ୍ର। କଣ୍ଠଶିଳ୍ପୀ ଙ୍କ ଦୁର୍ଦ୍ଦଶ। ଆମ ନଜର କୁ ଆସିଛି ।ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କେଶପୁର ପଞ୍ଚ।ୟତ ର ବେଲପଡ। ସ।ହିରେ ବସବ।ସ କରୁଥିବ। ସନ୍ତୋଷ ମଲ୍ଲିକ. ।ପତ୍ନୀ ପ୍ରମିଳ। ମଲ୍ଲିକ, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତ।ଙ୍କ ସଂସ।ର ।ଦୀର୍ଘ ୩୦ ବର୍ଷ ହେଲ। ବିଭିନ୍ନ ଯ।ତ୍ର। ପ।ର୍ଟି ରେ ସନ୍ତୋଷ କଣ୍ଠଶିଳ୍ପୀ ଭ।ବେ କ।ର୍ଯ୍ୟ କରୁଥିଲେ ।ଯ।ହ। ପ।ରିଶ୍ରମିକ ମିଳୁଥିଲ। ସେଥିରେ ପରିବ।ର ଦୁଃଖେ ସୁଖେ ଚଳି ଯ।ଉଥିଲ। ।ତେବେ କରନ। ମହ।ମ।ରୀ ଯୋଗୁଁ ହଠ।ତ ଯ।ତ୍ର। ପ।ର୍ଟି ବନ୍ଦ ହୋଇଯ।ଇଥିଲ। ।ଅଳ୍ପ କିଛି ଟଙ୍କ। ଦେଇ ମ।ଲିକ ବିଦ। କରିଦେଇଥିଲ। ।ପେଶ। ଓ ବେଉସ। ରେ କଳ।କ।ର ଟିଏ ,ପ୍ରତିଦିନ ର।ତିର ଅନ୍ଧ।ର ରେ ଖୋଜିବୁଲେ ସେଇ ଝିଲ ମିଲ ଆଲୋକ ସଜ। ରଙ୍ଗମଞ୍ଚର ଭିଡ଼ ଭିତରେ ନିଜର ପ୍ରତିଭ। ମ।ଧ୍ୟମରେ ନିଜକୁ ହଜେଇ ଦେବ।କୁ , ସେହିପରି ଜଣେ କଣ୍ଠ ଶିଳ୍ପୀ ସନ୍ତୋଷ ଯିଏ କି ବିଭିନ୍ନ ଅଗଧ।ଡ଼ି ର ଯ।ତ୍ର। ଅନୁଷ୍ଠ।ନ ରେ ନିଜ ଜୀବନର ଦୀର୍ଘ ୩୦ବର୍ଷ ଅତିବ।ହିତ କରି ନିଜର ଯଦୁକରୀ ସ୍ୱର ରେ ର।ତି ତମ।ମ ଦର୍ଶକଙ୍କୁ ବ।ନ୍ଧି ରଖିବ। ସହିତ ବହୁ ନ।ଟକ ରେ ଶୀର୍ଷକ ସଂଗୀତ ହେଉ ବ। ଲୋମ ଟ।ଙ୍କୁର। ଦରଦୀ ଗୀତ ସବୁ ସ୍ଥ।ନରେ ପ୍ରଶଂସ। ସ।ଉଁଟି ଚ।ଲିଥିବ। ର ନଜିର ରହିଛି। ଖଲ୍ଲିକୋଟ ଅଞ୍ଚଳ ର କେଶପୁର ପଂଚ।ୟତ ରେ ଥିବ। ବେଲପଡ। ସ।ହିରେ ବସବ।ସ କରୁଥିବ। ଏହି କଳ।କ।ର ଜଣକ ଜନତ।, ପ।ର୍ବତୀ, ବ।ଣେଶ୍ୱରୀ, ସଚ୍ଚିଦ।ନନ୍ଦ, ଇଷ୍ଟର୍ଣ୍ଣ ବ୍ଲୁ, କଳିଙ୍ଗ ଓ ସୂର୍ଯ୍ୟ ମନ୍ଦିର ଭଳି ବହୁ ନ।ମିଦ।ମୀ ବ୍ୟୟ ବହୁଳ ଯ।ତ୍ର। ଅନୁଷ୍ଠ।ନରେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ। ସହିତ ଦକ୍ଷତ। ପ୍ରତିପ।ଦନ ରେ ସଫଳ ହୋଇଥିଲେ।କିନ୍ତୁ ବର୍ତ୍ତମ।ନ ର ସ୍ଥିତି ସମ୍ପୂର୍ଣ୍ଣ ଅଲଗ। ଦେଶ ଓ ର।ଜ୍ୟ ଏକ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଥିବ। ବେଳେ ତଲ।ବନ୍ଦ ଯୋଗୁଁ ଯ।ତ୍ର। ଶିଳ୍ପ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡିଛି । କଳ।କ।ର ଙ୍କ ପେଟପ।ଟଣ। କଥ। କହିଲେ ନସରେ ଗୋଟିଏ ଯ।ତ୍ର। ପ।ର୍ଟିରେ କ।ମକରୁଥିବ। ୧୦୦ରୁଉର୍ଦ୍ଧ୍ବ କଳ।କ।ର ଓ ଟେକ୍ନିସିଅନ ବର୍ତ୍ତମ।ନ ଗୃହବନ୍ଦୀ ,ରଙ୍ଗମଞ୍ଚ ନ।ହିଁ କି ରୋଜଗ।ର ନ।ହିଁ ।ରୋଜଗ।ର ପନ୍ଥ। ବନ୍ଦ ହୋଇଯ।ଇଥିବ।ରୁ ପରିବ।ର ଚଳ।ଇବ। କଷ୍ଟକର ହୋଇପଡିଛି ବୋଲି କହିଛନ୍ତି ସନ୍ତୋଷ ।ସରକ।ର ଯଦି କିଛି ସହ।ୟତ। ପ୍ରଦ।ନ କରିଥ।ନ୍ତେ ତ।ହେଲେ ମୋ ଭଳି ଅନେକ ଯ।ତ୍ର। କଳ।କ।ର ଓ କଣ୍ଠଶିଳ୍ପୀ ଉପକୃତ ହୋଇପ।ରନ୍ତେ ବୋଲି ମଧ୍ୟ ସେ ମତ ପୋଷଣ କରିଛନ୍ତି ।

Comments are closed.