୨୦୨୫-୨୬ ଆର୍ଥିକବର୍ଷ ପାଇଁ ଆସିବ ନୂଆ ବିଦ୍ୟୁତ ଟାରିଫ

0

ଭୁବନେଶ୍ୱର : ଆଜି ଆସିବ ନୂଆ ବିଦ୍ୟୁତ ଟାରିଫ । ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଟାରିଫ ଜାରି କରିବ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ( OERC) । ବିଦ୍ୟୁତ କମ୍ପାନୀମାନଙ୍କ ସହ ଆଲୋଚନା ପରେ ଆସିବ ନୂଆ ଟାରିଫ । ଆଜି ଅପରାହ୍ଣ ୪ଟାରେ ଘୋଷଣା କରିବ OERC । ଅନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ବୋର୍ଡର ଉପନିର୍ଦ୍ଦେଶକ ।

Leave A Reply

Your email address will not be published.