୨୪୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ; ଓଡ଼ିଶାରେ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୫୧୮୯ ଜଣ

ଭୁବନେଶ୍ୱର: ଜୁନ ୩୦: ଆଜି ରାଜ୍ୟରେ ସୁସ୍ଥ ହେଲେ ୨୪୩ ଜଣ କରୋନା ସଂକ୍ରମିତ I ଗଜପତି ଜିଲ୍ଲାରୁ ସର୍ବାଧିକ ୫୯, ଗଂଜାମ ଜିଲ୍ଲାରୁ ୪୧, ଖୋର୍ଦ୍ଧା ରୁ ୩୮, କନ୍ଧମାଳ ରୁ ୧୭, ଝାରସୁଗୁଡା ରୁ ୧୫, ସୁନ୍ଦରଗଡ ରୁ ୧୦, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ରୁ ୮ ଜଣ ଲେଖାଏଁ, କୋରାପୁଟ ରୁ ୭, ବରଗଡ ଓ ମୟୁରଭଞ୍ଜ ରୁ ୬ ଜଣ ଲେଖାଏଁ, ଜଗତସିଂହପୁର ରୁ ୫,କଟକ, ମାଲକାନଗିରି ଓ ନବରଙ୍ଗପୁର ରୁ ୪ ଜଣ ଲେଖାଏଁ, ବାଲେଶ୍ୱର ରୁ ୨ ଏବଂ କଳାହାଣ୍ଡି ରୁ ଜଣେ ବ୍ୟକ୍ତି ସୁସ୍ଥ ହେଇଛନ୍ତି I
ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୭୦୬୫ କରୋନା ସଂକ୍ରମିତ ଚିହ୍ନଟ ହେଇସାରିଥିବା ବେଳେ, ସେଥିମଧ୍ୟରୁ ୫୧୮୯ ଜଣ ସୁସ୍ଥ ହେଇସାରିଲେଣି I

Comments are closed.