ଗୁଣି ସନ୍ଦେହରେ ହତ୍ୟା ଘଟଣା ୫ ଗିରଫ

0

ବଲାଙ୍ଗିର: ଗୁଣି ସନ୍ଦେହରେ ପିଟାପିଟିରୁ ଜଣେ ମୃତ, ୪ ଗୁରୁତର ଘଟଣାରେ କାର୍ଯ୍ୟାନୁଷ୍ଠାନ।ତୁଷୁରା ଥାନା ଆଠଗାଁରେ ଗୁଣି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆକ୍ସନ ମୋଡରେ ପୋଲିସ।ଅଭିଯୁକ୍ତ ରଣା ପରିବାରର ଜଣେ ମହିଳା ସମେତ ୫ ଜଣ ଗିରଫ ହୋଇଛନ୍ତି।ଗୋଟିଏ ପରିବାରର ଜଣଙ୍କୁ ପଥରରେ ଛେଚିଛେଚି ହତ୍ୟା ପାଇଁ ଗିରଫ ହୋଇଛନ୍ତି।

 

Leave A Reply

Your email address will not be published.