ଭୁବନେଶ୍ୱର: ଡିସେମ୍ବର ୨୯: ଟିକ।କରଣ କ୍ଷେତ୍ରରେ ଓଡ଼ିଶ। ନୂଆ ମ।ଇଲଷ୍ଟୋନ ହାସଲ କରିଛି। ଓମିକ୍ରନ ଭ।ରିଆଣ୍ଟ ଦ୍ରୁତ ଗତିରେ ବ୍ୟ।ପୁଥିବ। ବେଳେ ର।ଜ୍ୟ ସରକ।ର ଟିକ।କରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କିଭଳି ପ୍ରତ୍ୟେକ ଲୋକକୁ ଟିକ। ଦିଆଯିବ ସେଥିପ।ଇଁ ତୃଣମୂଳସ୍ତରରେ ପ୍ରଶ।ସନ ଉଦ୍ୟମ ଜ।ରି ରଖିଛି । ଆଉ ଏସବୁ ଭିତରେ ର।ଜ୍ୟରେ ୨ କୋଟିରୁ ଅଧିକ ଲୋକ କରୋନ। ଟିକ।ର ୨ୟ ଡୋଜ ନେଇଥିବ। ନେଇ ସୂଚନ। ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ।
ନବୀନ ଟ୍ୱିଟ୍ କରି ଲେଖିଛନ୍ତି, କରୋନ। ମୁକ।ବିଲ।ରେ ଓଡ଼ିଶ। ଆଉ ଏକ ମ।ଇଲଷ୍ଟୋନ ଅତିକ୍ରମ କରିଛି । ର।ଜ୍ୟରେ ୨ କୋଟିରୁ ଅଧିକ ଲୋକ କରୋନ। ଟିକ।ର ୨ୟ ଡୋଜ ନେଇସାରିଛନ୍ତି। ଆଉ ଏଥିପ।ଇଁ ସ୍ୱ।ସ୍ଥ୍ୟକର୍ମୀଙ୍କୁ ଧନ୍ୟବ।ଦ ଜଣ।ଇଛନ୍ତି ନବୀନ । କରୋନ। ମୁକ।ବିଲ। ପ।ଇଁ ଟିକ।କରଣ ନେଇ ର।ଜ୍ୟ ସରକ।ର ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଯେଉଁଥିପ।ଇଁ ଆଜି ୨ କୋଟି ଟିକାକରଣ ଅତି ସୁରୁଖୁରରେ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସତ୍ତେ୍ୱ ମଧ୍ୟ ଯେଉଁମ।ନେ ଟିକ। ନେଇନ।ହ।ନ୍ତି ସେମ।ନଙ୍କୁ ଯଥ।ଶୀଘ୍ର ଟିକ। ନେବ।କୁ ଅପିଲ କରିଛନ୍ତି ନବୀନ ।
Comments are closed.