ଭୁବନେଶ୍ୱର: ଅକେଫାବର ୧୧ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩, ୮୮୭ ସ୍ୱାବ ଟେଷ୍ଟ ମଧ୍ୟରୁ ୪୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୯ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨୫୯ ଜଣ କ ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୮୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୩୨ ହଜାର ୧୪୪ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୪୩୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୧୮ ୭୪୯ ହଜାର ଜଣ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ରାଜ୍ୟରେ ୬ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ୮,୨୫୫ ଜଣଙ୍କର କରୋନାରେ ମୃତୁ୍ୟ ହୋଇସାରିଲାଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫, ୦୮୭ ରହିଛି ।
5. Balangir: 3
6. Boudh: 1
7. Cuttack: 48
8. Deogarh: 1
9. Dhenkanal: 4
10. Gajapati: 1
11. Ganjam: 1
12. Jagatsinghpur: 19
13. Jajpur: 12
14. Jharsuguda: 4
15. Kendrapada: 13
16. Keonjhar: 3
17. Khurda: 208
18. Koraput: 2
19. Malkangiri: 2
20. Mayurbhanj: 17
21. Nawarangpur: 1— I & PR Department, Odisha (@IPR_Odisha) October 11, 2021
22. Nayagarh: 4
23. Nuapada: 2
24. Puri: 12
25. Rayagada: 1
26. Sambalpur: 9
27. Sundargarh: 10
28. State Pool: 51New recoveries: 438
Cumulative tested: 20709152
Positive: 1032144
Recovered: 1018749
Active cases: 5087— I & PR Department, Odisha (@IPR_Odisha) October 11, 2021
Comments are closed.