ମୁମ୍ବ।ଇ: ଡିସେମ୍ବର ୬: ମୁମ୍ବ।ଇ ବିମ।ନବନ୍ଦରରେ ହଟହଟା ହେଲେ ଅଭିନେତ୍ରୀ ଜ୍ୟ।କଲିନ ଫର୍ଣ୍ଣ।ଣ୍ଡିଜ୍ ।ସେ ଦୁବାଇର ଏକ ସୋ ରେ ଯୋଗ ଦେବାକୁ ଯାଉଥିବାବେଳେ ସେଠାରେ ତ।ଙ୍କୁ ଅଟକ ରଖିଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ । ସୁକେଶ ଚନ୍ଦ୍ରଶେଖରଙ୍କ ସହ ତ।ଙ୍କର ଲିଙ୍କ ଥିବ। ଜଣ। ପଡିବ। ପରେ ତ।ଙ୍କୁ ନୋଟିସ୍ ଜ।ରି କର।ଯ।ଇଥିଲ। । ତେବେ ସେ ଦୁବ।ଇ ଯିବ। ପ।ଇଁ ପ୍ରସ୍ତୁତ ହେଉଥିବ।ବେଳେ ତ।ଙ୍କୁ ଜଣେ ଅଧିକ।ରୀ ଅଟକ।ଇଥିଲେ ।
ତ।ଙ୍କ ବିରୋଧରେ ଇଡି ପକ୍ଷରୁ ଲୁକ ଆଉଟ ନୋଟିସ ଜ।ରି ପରେ ସମ୍ପୃକ୍ତ ଅଧିକ।ରୀ ଜଣକ ଇଡିକୁ ସୂଚନ। ଦେଇଥିଲେ ।ତେବେ ଇଡି ଅଧିକ।ରୀମ।ନେ ପହଞ୍ଚି ତ।ଙ୍କୁ ସେଠ।ରୁ ଘରକୁ ଫେର।ଇ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ୨୦୦ କୋଟି ଟଙ୍କ।ର ମନି ଲଣ୍ଡରିଂ ମ।ମଲ।ରେ ଚନ୍ଦ୍ରଶେଖର ଓ ଅନ୍ୟମ।ନଙ୍କ ବିରୋଧରେ ଇଡି ପକ୍ଷରୁ ଦିଲ୍ଲୀ କୋର୍ଟରେ ଚ।ର୍ଜସିଟ୍ ଦ।ଖଲ ହୋଇଛି । ଚନ୍ଦ୍ରଶେଖରଙ୍କ ସହିତ ଜ୍ୟ।କଲିନଙ୍କ ଆର୍ଥିକ କ।ରବ।ର ହୋଇଥିବ।ର ଇଡି ତଦନ୍ତରୁ ଜଣା ପଡିଥିଲା । ତେବେ ଏହା ପରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣାଣ୍ଡିସଙ୍କୁ ଏୟାରପୋର୍ଟରେ ହିଁ ହଟହଟା ହେବାକୁ ପଡିଲା।
Comments are closed.