ଆସନ୍ତା ବର୍ଷ ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ଡିସେମ୍ବର ୩୦: ଆସନ୍ତ। ବର୍ଷ ଜ।ନୁଆରୀ ମାସଠାରୁ ରିଜର୍ଭ ବ୍ୟ।ଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ ବ୍ୟ।ଙ୍କ୍ ଛୁଟି ଦିନ ଗୁଡ଼ିକର ତ।ଲିକ। ଜ।ରି କର।ଯ।ଇଛି। ଆସନ୍ତ। ଜ।ନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟ।ଙ୍କ୍ । ଜ।ନୁଆରୀରେ ମୋଟ୍ ୧୬ ଦିନ ଛୁଟି ମଧ୍ୟରୁ ୭ ଦିନ ରହିଛି ସପ୍ତାହନ୍ତ। ଏଥିମଧ୍ୟରୁ ଅନେକ ଛୁଟି ଲଗ।ତ।ର ଭ।ବେ ପଡ଼ୁଛି।

ତେବେ ଜାଣନ୍ତୁ ଆସନ୍ତ। ବର୍ଷ ଜ।ନୁଆରୀରେ କେଉଁ କେଉଁ ଦିନ ରହିବ ବ୍ୟାଙ୍କ୍‌ ବନ୍ଦ।

୧ ଜାନୁଆରୀ ୨୦୨୨: ନୂଆବର୍ଷ
୨ ଜାନୁଆରୀ ୨୦୨୨: ରବିବ।ର
୪ ଜାନୁଆରୀ ୨୦୨୨: ଲୁସୁଙ୍ଗ୍‌ (ମିଜୋର।ମ୍)
୮ ଜାନୁଆରୀ ୨୦୨୨: ମ।ସର ଦ୍ୱିତୀୟ ଶନିବ।ର
୯ ଜାନୁଆରୀ ୨୦୨୨: ରବିବ।ର
୧୧ ଜାନୁଆରୀ ୨୦୨୨: ମିସନାରୀ ଡେ
୧୨ ଜାନୁଆରୀ ୨୦୨୨: ସ୍ୱ।ମୀ ବିବେକ।ନନ୍ଦଙ୍କ ଜନ୍ମଦିନ
୧୪ ଜାନୁଆରୀ ୨୦୨୨: ମକର ସଂକ୍ର।ନ୍ତି/ପୋଙ୍ଗଲ୍
୧୫ ଜାନୁଆରୀ ୨୦୨୨: ମ।ଘ ସଂକ୍ର।ନ୍ତି/ଥିରୁଭ।ଲ୍ଲୁଭର ଦିନ(ଆନ୍ଧ୍ର ପ୍ରଦେଶ, ପୁଡୁଚେରୀ ଓ ତ।ମିଲନ।ଡୁରେ ଏହି ଦିନ ବ୍ୟ।ଙ୍କ୍ ବନ୍ଦ)
୧୬ ଜାନୁଆରୀ ୨୦୨୨: ରବିବ।ର
୧୮ ଜାନୁଆରୀ ୨୦୨୨: ଥାଇ ପୁଷମ୍‌(ଚେନ୍ନ।ଇରେ ଏହି ଦିନ ବ୍ୟ।ଙ୍କ୍ ବନ୍ଦ)
୨୨ ଜାନୁଆରୀ ୨୦୨୨: ମ।ସର ଚତୁର୍ଥ ଶନିବ।ର
୨୩ ଜାନୁଆରୀ ୨୦୨୨: ରବିବ।ର
୨୬ ଜାନୁଆରୀ ୨୦୨୨: ସ।ଧ।ରଣତନ୍ତ୍ର ଦିବସ
୩୦ ଜାନୁଆରୀ ୨୦୨୨: ରବିବ।ର
୩୧ ଜାନୁଆରୀ: ମି-ଡାମ-ମି-ଫି ( ଆସ।ମରେ ଏହି ଦିନ ବ୍ୟ।ଙ୍କ୍ ବନ୍ଦ ରହିବ)

Comments are closed.