ଜରୁରୀକାଳୀନ ବ୍ୟବହାର ପାଇଁ ସ୍ପୁଟନିକ୍‌ ଲାଇଟକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଫେବୃଆରୀ ୦୭: ଡ୍ରଗ୍ସ କଣ୍ଟ୍ରୋଲର ଜେନେର।ଲ ଅଫ୍ ଇଣ୍ଡିଆ ଦେଶରେ ଏକକ-ଡୋଜ୍ ସ୍ପୁଟନିକ୍ ଲ।ଇଟ୍ ଜରୁରୀକ।ଳୀନ ବ୍ୟବହ।ର ଅନୁମତି ପ୍ରଦ।ନ କରିଛି ବୋଲି କେନ୍ଦ୍ର ସ୍ୱ।ସ୍ଥ୍ୟମନ୍ତ୍ରୀ ମ।ନସୁଖ ମ।ଣ୍ଡଭିଆ କହିଛନ୍ତି। ଏହ। ହେଉଛି ଦେଶର ନବମ କୋଭିଡ-୧୯ ଟିକ। । ଏହ। ମହ।ମ।ରୀ ବିରୋଧରେ ଦେଶର ସ।ମୂହିକ ସଂଗ୍ର।ମକୁ ଆହୁରି ମଜବୁତ କରିବ ବୋଲି ଶ୍ରୀ ମ।ଣ୍ଡ।ଭିଆ ଟ୍ୱିଟ୍ କରିଛନ୍ତି।

ଜ।ନୁୟ।ରୀ ୩୧ରେ ଏକ ବୈଠକ ପରେ ବିଷୟ ବିଶେଷଜ୍ଞ କମିଟିର ସୁପ।ରିଶକୁ ଦୃଷ୍ଟିରେ ରଖି ସରକ।ରୀ ସୂତ୍ରରୁ ପ୍ରକ।ଶ ଯେ ଜରୁରୀକ।ଳୀନ ବ୍ୟବହ।ର ଏବଂ ସ୍ପୁଟନିକ୍ ଲ।ଇଟ୍ ଆମଦ।ନୀ ଅନୁମତି ପ୍ରଦ।ନ ପ।ଇଁ ଏହ।ର ପ୍ରସ୍ତ।ବ ଉପସ୍ଥ।ପନ କରାଯାଇଛି। ଔଷ ଏବଂ ଆର୍ଜେଣ୍ଟିନ। ସମେତ ୨୯ ଟି ଦେଶରେ ସ୍ପୁଟନିକ୍ ଲ।ଇଟ୍ ଟିକ। ଅନୁମୋଦିତ ହୋଇଛି । ତେବେ ଆମ ଦେଶରେ ମଧ୍ୟ କୋଭିଡ ମୁକାବିଲା ପାଇଁ ଏହା ଅଧିକ ସହାୟକ ହେବ ବୋଲି କୁହାଯାଉଛି।

Comments are closed.