ମୁମ୍ବାଇ: ଫେବୃଆରୀ ୧୦: କର୍ଣ୍ଣାଟକର ହିଜାବ ବିବାଦ କେବଳ ରାଜନୀତିରେ ସୀମିତ ନାହିଁ, ଏହାକୁ ନେଇ ବଲିଉଡ୍ର କେତେକ କଳାକାର ନିଜ ମନ୍ତବ୍ୟ ଦେଇଛନ୍ତି । ଆଜି ଲୋକପ୍ରିୟ ସଙ୍ଗୀତକାର ଜାବେଦ ଅଖତର ଏହି ବିବାଦ ଉପରେ ନିଜର ପ୍ରତିକ୍ରିୟା ଟୁଇଟର୍ରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଁ ହିଜାବ ବୁର୍ଖାର ସମର୍ଥନ କରୁନାହିଁ, ହେଲେ ଜଣେ ଝିଅକୁ ଘେରି ଯାଇ ଡ଼ରାଇବା ଏବଂ ଧମକାଉଥିବା ଗୁଣ୍ଡାଙ୍କୁ ମୁଁ ନିନ୍ଦା କରୁଛି ।
I have never been in favour of Hijab or Burqa. I still stand by that but at the same time I have nothing but deep contempt for these mobs of hooligans who are trying to intimidate a small group of girls and that too unsuccessfully. Is this their idea of “MANLINESS” . What a pity
— Javed Akhtar (@Javedakhtarjadu) February 10, 2022
ସଙ୍ଗୀତକାର ଜାବେଦ ଅଖତର ସହିତ ଅଭିନେତ୍ରୀ ସ୍ୱରା ଭାସ୍କର, ରିଚା ଚଡା, କମଲ ହାସନ ଭଳି କଳାକାର ହିଜାକୁ ଅସମର୍ଥନ କରିଛନ୍ତି ।
A more expanded and clean feed of the above episode. #KarnatakaHijabRow pic.twitter.com/TIieUQJUWN
— Imran Khan (@KeypadGuerilla) February 8, 2022
Comments are closed.