ନଡିଆ ଅଖରୋଟ ବର୍ଫି

ସାମଗ୍ରୀ : ୨ କପ କୋରା ନଡିଆ, ୧କପ ଚିନି, ଅଧାକପ ଅଖରୋଟ ପାଉଡର, ଅଳ୍ପ ପରିମାଣରେ ଗୁଜୁରାତି ଗୁଣ୍ଡ, ଅଧା କପ ଅଖରୋଟ ଖଣ୍ଡ ।

ପ୍ରଣାଳୀ : ପ୍ରଥମେ ମିଡିଅମ୍‌ ଆଞ୍ଚରେ ୨ମିନିଟ୍‌ ପାଇଁ ନଡିଆକୁ ଭାଜ;ୁ । ଭାଜିଲା ପରେ ଏଥିରେ ଚିନି ପକାଇ ଚିନି ମିଶିବା ଯାଏଁ ଭାଜ;ୁ । ଯେତେବେଳେ ନଡିଆ ଓ ଚିନି ଭଲ ଭାବରେ ମିଶିଯିବ, ସେତେବେଳେ ଏଥିରେ ଅଖରୋଟ ପାଉଡର ମିଶା;ୁ । ଏହାର ୨ମିନିଟ୍‌ ପରେ ଏଥିରେ କଟା ହୋଇଥିବା ଅଖରୋଟ ଖଣ୍ଡ ଓ ଗୁଜୁରାତି ଗୁଣ୍ଡ ମିଶା;ୁ । ଏହି ମିଶ୍ରଣକୁ ଅଳ୍ପ ସମୟ ପାଇଁ ଭାଜ;ୁ । ମିଶ୍ରଣକୁ ଶୁଖିଲା ପର୍ଯ୍ୟନ୍ତ ଭାଜ;ୁ । ମିଶ୍ରଣ ଶୁଖିଲା ହୋଇଗଲେ ଗ୍ୟାସ ବନ୍ଦ କରିଦିଅ;ୁ । ଏବେ ଏକ ପ୍ଲେଟରେ ଘିଅ ଲଗାଇ ଦିଅ;ୁ । ଏହି ପ୍ଲେଟରେ ମିଶ୍ରଣକୁ ଢାଳି ଖେଳାଇଦିଅ;ୁ । ଏହାପରେ ନିଜ ମନପସନ୍ଦର ଆକାରରେ ଏହାକୁ କାଟି ନିଅ;ୁ । ପ୍ରସ୍ତୁତ ହୋଇଗଲା ନଡିଆ ଅଖରୋଟ ବର୍ଫି ।

Comments are closed.