ପିଏମ କିଷାନ ଯୋଜନା : ଦ୍ୱାଦଶ କିସ୍ତି ଟଙ୍କା ମିଳିବା ନେଇ ପ୍ରଧାନ ମନ୍ତ୍ରୀ ଙ୍କ ଟ୍ୱିଟ
PM Kisan Yojana: Prime Minister's tweet about getting 12th installment of rupees
ଦେଶ ର କୋଟି କୋଟି ଚାଷୀ ଙ୍କ ପାଇଁ ଖୁସି ଖବର ଓ ପିଏମ କିଷାନ ଯୋଜନା ର ଦ୍ୱାଦଶ କିସ୍ତି କେବେ ମିଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଜଣାଇଛନ୍ତି ଓ ଟ୍ୱିଟ ସୂଚନା ପରେ ଦ୍ୱାଦଶ କିସ୍ତିର ଟଙ୍କା ଶୀଘ୍ର କିଷାନ ଙ୍କ ଆକାଉଣ୍ଟରେ ଜମା କରାଯିବ I
ବାସ୍ତବରେ, ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଉଚ୍ଚକୋଟୀର ଯୋଜନା ଏବଂ ଏପର୍ୟ୍ୟନ୍ତ ସରକାର ଏହି ଯୋଜନା ଅନ୍ତର୍ଗତ ବର୍ତମାନ ଯାଏଁ କୃଷକଙ୍କ ଆକାଉଣ୍ଟକୁ ୧୧ ଟି କିସ୍ତି ଯାଇ ସାରିଛି । ଯେଉଁ କୃଷକମାନଙ୍କର କଣଉ ଅପଡେଟ୍ ହୋଇଛି, କେବଳ ସେହି କୃଷକମାନଙ୍କୁ କଣଉ ଆବେଦନ କରିବାର ଶେଷ ତାରିଖ ୩୧ ଜୁଲାଇ ବୋଲି ଅବଗତ କରାଇ ଦିଆ ଯାଇଛି I
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧ ମେ ସୁଦ୍ଧା ପିଏମ କିଷାନ ଯୋଜନା ର ୧୧ ତମ କିସ୍ତିର ଟଙ୍କା ଦେଇ ସାରିଛନ୍ତି । ଏହା ଦ୍ୱାରା ଦେଶର ପ୍ରାୟ ୨୧ ହଜାର କୋଟି ଟଙ୍କା, ୧୦ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା ଓ ଏହି ଯୋଜନା ଅଧୀନରେ, ପ୍ରଥମ କିସ୍ତି ପ୍ରତ୍ୟେକ ଆର୍ଥିକ ବର୍ଷରେ ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ମଧ୍ୟରେ ଏବଂ ତୃତୀୟ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟ ରେ ଜମା ହୋଇଥାଏ ଓ
ପ୍ରତ୍ୟେକ କିସ୍ତିରେ ଚାରି ମାସର ୨୦୦୦ ହାଜର ଟଙ୍କା ଅର୍ଥାତ ପ୍ରତି ମାସରେ ୫୦୦ ଟଙ୍କା ହିସାବ ରେ ଦିଆ ଯାଇଥାଏ ଓ ଏହିପରି, ପ୍ରତ୍ୟେକ କିସ୍ତିରେ ୨ ,୦୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିଥାଏ I
Comments are closed.