ନୂଆଦିଲ୍ଲୀ: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଆଜି ଦିଲ୍ଲୀ AIIMS ରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା Iଗତମାସ ଅଗଷ୍ଟ ୧୦ ରେ ଜିମରେ ବ୍ୟାୟାମ କରୁଥିବା ସମୟରେ ସେ ରେ ହୃଦ୍ଘାତ ର ଶିକାର ହୋଇ ତଳେ ପଡିଯାଇଥିଲେ I ପରେ ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଥିଲା । ଏକମାସ ଧରି ସେ ଦିଲ୍ଲୀ ଏମ୍ସ ଭେଣ୍ଟିଲେଟରରେ ରେ ତାଙ୍କର ଚିକିତ୍ସା ଚାଲିଥିଲା । ଦୀର୍ଘ ୪୧ ଦିନର ସଙ୍ଘର୍ଷ ପରେ ଆଖିବୁଜିଛନ୍ତି ରାଜୁ । ତାଙ୍କର ଦେହାନ୍ତ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Comedian Raju Srivastava passes away in Delhi at the age of 58, confirms his family.
He was admitted to AIIMS Delhi on August 10 after experiencing chest pain & collapsing while working out at the gym.
(File Pic) pic.twitter.com/kJqPvOskb5
— ANI (@ANI) September 21, 2022
Comments are closed.