ଦୀପାବଳି ସୁରକ୍ଷାକୁ ନେଇ କିଛି ଜାଣିବା କଥା

ଆଲୋକର ପର୍ବ ଦୀପାବଳୀରେ ପ୍ରତ୍ୟେକଙ୍କ ଘର ଆଲୋକମୟ ହୋଇଉଠେ । ଘରେ ଘରେ ପିଠାପଣାର ଆସର ଜମେ । ଦୀପ ଓ ବାଣରେ ପରିବେଶ ଆଲୋକିତ ହୁଏ । ଏହାରି ମଧ୍ୟରେ ପରିବାର ଲୋକଙ୍କ ନିରାପତ୍ତା ଓ ଛୋଟ ପିଲାଙ୍କୁ ବାଣ ପ୍ରତି ଦୂରେଇ ରଖିବା ନିହାତି ଜରୁରୀ । କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ । ଭଲ ସ୍ୱାସ୍ଥ୍ୟ ଥିଲେ, ଆମେ ଆମ ପରିବାର ଲୋକଙ୍କ ଯତ୍ନ ନେବା ସହିତ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବା । ତେବେ ଆସନ୍ତୁ ଜାଣିବା ଦୀପାବଳିର ସତର୍କତା ନିୟମ

Celebrating Diwali: Here are Safety Tips

-ଛୋଟ ପିଲାଙ୍କୁ ବିପଦ ସୃଷ୍ଟି କରୁଥିବା ବାଣ ଦିଅ;ୁ ନାହିଁ

-ବାଣ ଫୁଟାଇବା ବେଳେ ପିଲାଙ୍କ ପାଖରେ ରୁହ;ୁ

-ସବୁବେଳେ ଖୋଲା ସ୍ଥାନରେ ହିଁ ବାଣ ଫୁଟା;ୁ

-ବାଣ ଫୁଟାଇବା ବେଳେ ପାଖରେ ପାଣି ରଖ;ୁ

-ବାଣ ଫୁଟାଉ ସ୍ଥାନ ପାଖରେ କଦାପି ନଫୁଟି ଥିବା ବାଣ ରଖ;ୁ ନାହିଁ

-ଢିଲା ଲୁଗା ପିନ୍ଧ;ୁ ନାହିଁ

-ବାଣ ଫୁଟାଇବା ବେଳେ ବେକରେ ଓଢଣୀ ପକା;ୁ ନାହିଁ

Celebrating Diwali: Here are Safety Tips

ନିଆଁ ଲାଗିବା ପରେ ପ୍ରାଥମିକ ଚିକିତ୍ସା

-ବାଣ ଫୁଟାଇବା ବେଳେ ସାନିଟାଇଜର୍‌ ବ୍ୟବହାର କର;ୁ ନାହିଁ

-ଦୁର୍ଘଟଣାବଶତଃ ନିଆଁ ଲାଗିଗଲେ କେବଳ ସାଧା ପାଣି ଢାଳ;ୁ

-ପୋଡି ଯାଇଥିବା ସ୍ଥାନରେ ଆଦୌ ବରଫ ଲଗା;ୁ ନାହିଁ

-ଜଳାପୋଡା ନକମିବା ଯାଏଁ କେବଳ ନଳରୁ ବାହାରୁଥିବା ସାଧା ପାଣିରେ ଜଳି ଯାଇ ଥିବା ଅଙ୍ଗକୁ ଧୁଅ;ୁ

Celebrating Diwali: Here are Safety Tips

-୧୦- ୧୫ ମିନିଟ୍‌୍‌ ଜଳାପୋଡା ନକମିବା ପର୍ଯ୍ୟନ୍ତ ହାତ ଧୁଅ;ୁ

-ଦେହରେ ନିଆଁ ଲାଗିଲେ ପାଖରେ ଥିବା ପାଣି ଢାଳି ଦିଅ;ୁ

-ପୋଡି ଥିବା ସ୍ଥାନରେ ହଳଦୀ, ପେଷ୍ଟ୍‌ ଇତ୍ୟାଦି ଆଦୌ ଲଗା;ୁ ନାହିଁ

-ଯଥା ସମ୍ଭବ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅ;ୁ

Comments are closed.