ଦିନଟେ ବଢ଼ିଲା ବାଲିଯାତ୍ରା

କଟକ: କଟକ ମହାନଦୀ ପଠାରେ ଐତିହାସିକ ବାଲିଯାତ୍ରା ଆସନ୍ତାକାଲି ଶେଷ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ କରାଯାଇଛି ଏକ ବଡ଼ ଘୋଷଣା କରାଯାଇଛି । ଲୋକଙ୍କ ମନୋରଞ୍ଜନକୁ ଦୃଷ୍ଟୀରେ ରଖାଯାଇ ଐତିହାସିକ କଟକ ବାଲିଯାତ୍ରା ଗୋଟିଏ ଦିନକୁ ବଢ଼ାଯାଇଛି ।

ଅର୍ଥାତ୍‌ ବାଲିଯାତ୍ରା ବୁଧବାର ଶେଷ ହେବାର ଥିଲା, ମାତ୍ର ତାହାକୁ ବୃଦ୍ଧି କରାଯାଇ ଗୁରୁବାର ଦିନ ଶେଷ ହେବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Comments are closed.