ସମୟ ଲାଇଭ,2/5: ରାଜସ୍ଥାନ କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀ ଓଡିଶା ଫେରୁଛନ୍ତି | 4 ଟି ବସରେ 116 ଜଣ ଫେରୁଥିବାବେଳେ ସେମାନଙ୍କ ମଧ୍ୟରେ 80 ଜଣ ଛାତ୍ରଛାତ୍ରୀ ଓ ଅନ୍ୟମାନେ ସେମାଙ୍କ ଅଭିଭାବକ ବୋଲି ଜଣାପଡିଛି | ଆଜି ଗୋଟିଏ ବସ ରାଉରକେଲା ଠାରେ ପହଂଚିଛି | ଅନ୍ୟ ତିନୋଟି ବସ ମଧ୍ୟରୁ ଗୋଟିଏ ଝାରସୁଗୁଡା ରେ ପହଞ୍ଚିଛି |
ଅନ୍ୟ 2 ବସ ଓଡିଶା ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇପାରେ | ତେବେ ରାଉରକେଲାରେ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କୁ ଭେଟିବା ପାଇଁ କାହାକୁ ଛଡାଯାଉ ନାହିଁ |
Comments are closed.