ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର । ସୁନା ଦରରେ ବଡ଼ ଧରଣର ହ୍ରାସ । ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ଟଙ୍କା ହୋଇଛି । ସେହିଭଳି ପୂର୍ବରୁ ୨୨ କ୍ୟାରେଟ ସୁନା ଭୁବନେଶ୍ୱରରେ ୭୩ ହଜାର ୮୦୦ ରହିଥିଲା । ଅନ୍ୟପଟେ ୨୪ କ୍ୟାରେଟ ସୁନା ଦର ୧୭ ଶହ ଟଙ୍କା ହ୍ରାସ ପାଇଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ସୁନା ଦର ହ୍ରାସ ପାଇଥିବା ସୂଚନା ମିଳିଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)