ପୁଣି ୩୦ କରୋନା ଆକ୍ରାନ୍ତ ସୁସ୍ଥ; ଏ ପର୍ଯ୍ୟନ୍ତ ଓଡ଼ିଶାରେ ୩୦୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି

ଭୁବନେଶ୍ୱର : ମେ ୧୯: ଓଡ଼ିଶାରେ ଆଜି ପୁଣି ୩୦ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l ଏହାକୁ ମିଶାଇଲେ, ଏ ପର୍ଯ୍ୟନ୍ତ ଓଡ଼ିଶାରେ ୩୦୭ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି l
ଆଜି ସୁସ୍ଥ ହେଇଥିବା ଆକ୍ରାନ୍ତ ଙ୍କ ମଧ୍ୟରୁ ୨୦ ଜଣ ଗଂଜାମ ଜିଲ୍ଲାର ହେଇଥିବା ବେଳେ, ୫ ଜଣ କେନ୍ଦ୍ରାପଡ଼ାର, ୨ ଜଣ ବାଲେଶ୍ୱରର, ଜଣେ ନୟାଗଡର ଏବଂ ଆଉ ୨ ଜଣ ଭଦ୍ରକ ଜିଲ୍ଲାର l

Comments are closed.