କିମ୍ସ, ହାଇଟେକ୍‌, ସମ୍‌ ହସ୍ପିଟାଲରେ ଇଡି ଯାଞ୍ଚ

0

ଭୁବନେଶ୍ଵର: କିମ୍ସ, ହାଇଟେକ୍‌, ସମ୍‌ ହସ୍ପିଟାଲରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଯାଞ୍ଚ କରାଯାଉଛି। ରାଉରକେଲା ସହ ଭୁବନେଶ୍ବର ହାଇଟେକ୍‌ରେ ଇଡି ଯାଞ୍ଚ ଜାରି ରଖିଛି। ଏନଆରଆଇ କୋଟାରେ ଆଡମିଶନ ନେଇ ଇଡି ପକ୍ଷରୁ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। କଲକାତା ଇଡି ଶାଖାର ୫ ଜଣିଆ ଟିମ୍‌ ଏହି ଯାଞ୍ଚରେ ସାମିଲ ହୋଇଥିବା ଜଣାପଡ଼ିଛି। କିନ୍ତୁ ଇଡି ପକ୍ଷରୁ ହୋଇଥିବା ଯାଞ୍ଚ ନେଇ କିମ୍ସ, ହାଇଟେକ୍‌ ଓ ସମ୍‌ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ

 

 

Leave A Reply

Your email address will not be published.