କଟକ : ଓଡିଶା ଜୁଡିସିଆଲ ସର୍ଭିସ ୨୦୨୩ ପରୀକ୍ଷା ଫଳ ପ୍ରକାଶିତ । ୩୩ ଜଣ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ । ୩୩ ଜଣଙ୍କ ମଧ୍ୟରେ ଅଛନ୍ତି ୨୪ ଜଣ ମହିଳା । ରାଜ୍ୟରେ ସିଭିଲ ଜଜ ଭାବେ ନିଯୁକ୍ତି ହେବେ ଏହି ୩୩ ଜଣ । କୃତକାର୍ଯ୍ୟ ୩୩ ଜଣଙ୍କ ନାମ ସୁପାରିଶ କଲା ଓପିଏସସି । ଓଡିଶା ଲୋକସେବା ଆୟୋଗ କରୁଥିଲା ଏହି ପରୀକ୍ଷା । ସୋମେଶ ରଣବିଜୁଳି ଏହି କମ୍ପିଟେଟିଭ ପରୀକ୍ଷାର ଟପର ।