ଭୁବନେଶ୍ୱର: ଜୁନ ୨୯: ଆଜି ରାଜ୍ୟରେ ୨୦୩ ଜଣ କରୋନା ସଂକ୍ରମିତ ସୁସ୍ଥ ହେଲେ I ଗଂଜାମ ଜିଲ୍ଲାରୁ ସର୍ବାଧିକ ୬୦ ଜଣ ସୁସ୍ଥ ହେଇଥିବାବେଳେ, ଗଜପତି ରୁ ୨୦ ଜଣ, ଖୋର୍ଦ୍ଧା ରୁ ୧୯ ଜଣ, କଟକରୁ ୧୮ ଜଣ, ଭଦ୍ରକ ରୁ ୧୪ ଜଣ, କେନ୍ଦୁଝର ରୁ ୧୩ ଜଣ, ନୟାଗଡ ରୁ ୧୨ ଜଣ, ମୟୁରଭଞ୍ଜ ରୁ ୧୦ ଜଣ, ଯାଜପୁର ରୁ ୯ ଜଣ, ବାଲେଶ୍ୱର ରୁ ୮ ଜଣ, କେନ୍ଦ୍ରାପଡ଼ା ରୁ ୭ ଜଣ, ଅନୁଗୁଳ ରୁ ୪ ଜଣ, ଢେଙ୍କାନାଳ ରୁ ୩ ଜଣ, ବଲାଙ୍ଗୀର ଓ ଜଗତସିଂହପୁର ରୁ ୨ ଜଣ ଲେଖାଏଁ ଏବଂ ଦେଓଗଡ ଓ ସୁନ୍ଦରଗଡ ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ଏ ପର୍ଯ୍ୟନ୍ତ ୪୯୪୬ ଜଣ ସୁସ୍ଥ ହେଇସାରିଲେଣି I
Comments are closed.