ଭୁବନେଶ୍ୱର:ଜୁଲାଇ ୧୯: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୩୪ ଜଣ Quarantine ରେ ଥିଲେ ଏବଂ ୧୮ ଟି local contact Case I ସେହିପରି, ଭୁବନେଶ୍ୱର ରେ ଆଜି ୨୯ ଜଣ ସୁସ୍ଥ ହେଇଛନ୍ତି I
ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ ରେ ପହଂଚିଛି I ସେଥିମଧ୍ୟରୁ ୫୨୩ ଜଣ ସୁସ୍ଥ ହେଇଥିବା ବେଳେ, ୬୪୬ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପର୍ଯ୍ୟନ୍ତ ମୋଟ ୧୧ ଜଣଙ୍କର ମୃତ୍ୟୁ ହେଇଛି I
କଟକ ମହାନଗର ନିଗମ ର ଟ୍ୱଇଟ ଅନୁସାରେ, କଟକ ରେ ୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୪ ଜଣ Home Quarantine ରେ ଥିଲେ ଏବଂ ୨ ଟି local contact Case I
କଟକ ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ କୁ ବୃଦ୍ଧି ପାଇଛି I ୨୦୦ ଜଣ ସୁସ୍ଥ ହେଇଛନ୍ତି ଏବଂ ୧୪୩ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହେଇଛି I
Comments are closed.