ଭୁବନେଶ୍ୱର: ଜୁଲାଇ ୨୯: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ଓ ଅନ୍ଲାଇନ୍ ଆଡମିନିସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛିି । www.samsodisha.gov.in େୱବସାଇଡ ଜରିଆରେ ଛାତ୍ରାଛାତ୍ରୀମାନେ ଅନ୍ଲାଇନ୍ ଆବେଦନ କରିପାରିବେ । ଆସନ୍ତା ଅଗଷ୍ଟ ୨ତାରିଖ ସକାଳ ୧୧ଟା ସମୟରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୪ ତାରିଖ ରାତ୍ରି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ ।
ସେହିପରି ପରୀକ୍ଷା ପାଇଁ ହଲ୍ ଟିକେଟ୍ ଅଗଷ୍ଟ ୨୦ ତାରିଖରେ ଅନ୍ଲାଇନ୍ରୁ ଡାଉନ୍ଲୋଡ କରିବାକୁ ପଡ଼ିବ ।
ଏଣ୍ଟ୍ରାନ୍ ପରୀକ୍ଷା ଅଗଷ୍ଟ ୨୩ରେ ଆରମ୍ଭ ହୋଇ ସେପେଫମ୍ବର ୩ ତାରିଖ ଯାଏଁ ଚାଲିବ (୨୭ ଓ ୨୯ ତାରିଖ ବ୍ୟତୀତ) ।
ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ତାଲିକା ଅକେଫାବର ୧୨ ତାରିଖରେ ଅନ୍ଲାଇନ୍ ପ୍ରକାଶ ପାଇବ ।
ଯୋଗ୍ୟ ଛାତ୍ରଛାତ୍ରୀମାନେ ଅକେଫାବର ୧୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ବିଷୟଗୁଡ଼ିକ ଫିଲିଂ କରିପାରିବେ ।
ସିଟ୍ ଆବଣ୍ଟନରର ପ୍ରଥମ ରାଉଣ୍ଡ ଚୟନ ଅକେଫାବର ୨୨ ତାରିଖ ଓ ଦ୍ୱିତୀୟ ଚୟନ ନଭେମ୍ବର ୪ ତାରିଖରେ ପ୍ରକାଶ ପାଇବ ।
Comments are closed.