ନୂଆଦିଲ୍ଲୀ :ରାଜଧାନୀ ଦିଲ୍ଲୀ ରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନୋଏଡା ସ୍ଥିତ ସେକ୍ଟର ୧୫୧ ରେ ଥିବା ଅମାନ ସୋସାଇଟିରେ ରହୁଥିବା ଜଣେ ଛାତ୍ରୀ ଛାତ୍ରୀ ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି I ସୂଚନାନୁସାରେ NEET ପରୀକ୍ଷା ରେ ଅକୃତକାର୍ଯ୍ୟ ହେବାରୁ ସେ ମାନସିକ ଭାରସାମ୍ୟ ହରାଇ ଏହିଭଳି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି I ତେବେ ତାଙ୍କ ପରିବାର ୫ମ ମହଲରେ ରହୁଥିବା ବେଳେ ସେ ୭ ମହଲାକୁ ଯାଇ ଡେଇଁ ପଡ଼ିଥିଲେ I ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି I
Comments are closed.