ଅପରାଧ ଅବସର ଦିନକ ପୂର୍ବରୁ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ May 30, 2025 0 ଭୁବନେଶ୍ୱର : ଆଉ ୨ ଦିନ ପରେ ସରିଥାନ୍ତା ଚାକିରୀ ଜୀବନ । କିନ୍ତୁ ଭିଜିଲାନ୍ସ ଜାଲରୁ ମୁକୁଳି ପାରିଲେନି ସରକାରୀ ବାବୁ । ଘରୁ ଜବତ ହୋଇଛି ପାଖାପାଖି ଅଢେଇ କୋଟି ଟଙ୍କା ସହ ପୁଳା ପୁଳା ସୁନା ଓ ରୁପା ଅଳଙ୍କାର । ତେବେ ଘରେ…
ଓଡ଼ିଶା ଆଜିଠାରୁ +୨ ପରୀକ୍ଷା ଖାତା ରି-ଚେକିଂ ଆବେଦନ May 30, 2025 0 ଭୁବନେଶ୍ୱର : ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଉତ୍ତରଖାତା ରିଚେକିଂ ପାଇଁ ଆବେଦନ ଆରମ୍ଭ । ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨…
ଓଡ଼ିଶା କଟକରୁ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ May 30, 2025 0 କଟକ : କଟକରୁ ଚିହ୍ନଟ ହେଲେ ଜଣେ କୋଭିଡ ସଂକ୍ରମିତ । ସେ ଜଣେ ପୁରୁଷ ହୋଇଥିବାବେଳେ ତାଙ୍କ ବୟସ ୪୫ ବର୍ଷ ହେବ ବୋଲି ସୂଚନା ମିଳିଛି । ଅନେକ ଦିନ ହେବ ସେ ଥଣ୍ଡା ଓ ଜ୍ବରରେ ପୀଡିତ ଥିଲେ । ଗତକାଲି ସ୍ଵାବ ପରୀକ୍ଷା ପାଇଁ…
ଓଡ଼ିଶା ମହା ଆଡମ୍ୱରରେ ଚାଲିଛି ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ଉତ୍ସବ ପ୍ରସ୍ତୁତି May 30, 2025 0 ଭୁବନେଶ୍ବର: ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଶିବ ବିବାହ ପାଇଁ ସଜେଇ ହୋଇଛି ପୁରୁଣା ଭୁବନେଶ୍ୱର। ଦେବ ଦମ୍ପତିଙ୍କ ବିବାହ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ଚଣ୍ଡୀ…
ଓଡ଼ିଶା ସିକ୍କିମ ଦୁର୍ଘଟଣା,ପରିବାର ସହ ଯାଜପୁରର ବିଜେପି ନେତ୍ରୀ ନିଖୋଜ May 30, 2025 0 ଭୁବନେଶ୍ୱର: ସିକ୍କିମରେ ପର୍ଯ୍ୟଟକଙ୍କ ବସ ଦୁର୍ଘଟଣା । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ନିଖୋଜ ଅଛନ୍ତି। ନିଖୋଜମାନେ ପଶ୍ଚିମବଙ୍ଗ ଓ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ଓଡ଼ିଶାରୁ ସମୁଦାୟ ୪ ଜଣ…
ଓଡ଼ିଶା ଇଡି ଡେପୁଟି ଡାଇରେକ୍ଟର ଗିରଫ May 30, 2025 0 ଭୁବନେଶ୍ୱର : ଇଡି ଡେପୁଟି ଡାଇରେକ୍ଟର ଗିରଫ । ୨୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ । ଗିରଫ ପରେ ଗତକାଲି ତାଙ୍କୁ ରାତି ତମାମ ଜେରା କରିଛି ତଦନ୍ତକାରୀ…
ଅପରାଧ ଭିଜିଲାନ୍ସ ଜାଲରେ ୩ ସରକାରୀ କର୍ମଚାରୀ May 29, 2025 ଭୁବନେଶ୍ବର: ୨ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରି ୩ ଜଣ ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି । ଗଜପତି ଜିଲ୍ଲା ଖୁଦ୍ର ଜଳସେଚନ ବିଭାଗର ୨ ଜଣ କର୍ମଚାରୀ ହୋଇଥିବାବେଳେ ଅନ୍ୟଜଣେ ରାୟଗଡା ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ…
ଓଡ଼ିଶା ରାଜ୍ୟରେ ୫ କୋଭିଡ ଆକ୍ରାନ୍ତ ଚିହ୍ନଟ,ନୂଆ କେସ ନାହିଁ May 29, 2025 0 ଭୁବନେଶ୍ବର : ରାଜ୍ୟରେ ନୂଆ କୋଭିଡ୍ ସଂକ୍ରମଣ କେସ ନାହିଁ । ପୂର୍ବରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରରୁ ହୋଇଥିବାବେଳେ ଜଣେ ଜଟଣୀ ଅଞ୍ଚଳରୁ । ୪ ଜଣ ପୁରୁଷ ଥିବାବେଳେ ଜଣେ ମହିଳା…
ଅପରାଧ ଧରାପଡିଲା ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡମା May 29, 2025 କୋରାପୁଟ : ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡ୍ମା ଗିରଫ । ପାଟ୍ରୋଲିଂ ବେଳେ ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ କୁଞ୍ଜମକୁ ଧରିଛି ପୋଲିସ । କୁଞ୍ଜମ ପାଖରୁ ଏକେ-୪୭ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।…
ଓଡ଼ିଶା ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ,ପ୍ରବଳ ବର୍ଷା ସମ୍ଭାବନା May 29, 2025 0 ଭୁବନେଶ୍ୱର : ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହି ଅବପାତ ୨୦କି.ମି ବେଗରେ ଉତ୍ତର ଦିଗକୁ ଗତିକରି ଆହୁରି ଘନୀଭୂତ ହୋଇଛି । ବାଲେଶ୍ୱରଠୁ ୧୬୦ କିମି ପୂର୍ବରେ ଏବଂ ଦୀଘା ଠାରୁ ୧୧୦ କିମି ପୂର୍ବ…