ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ

0

ଭୁବନେଶ୍ୱର : ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ ସୁବିଧା । ଏନେଇ ଦକ୍ଷତା ଓ ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ ସୂଚନା ଦେଇଛନ୍ତି । ଆଗରୁ ଉଚ୍ଚ ଶିକ୍ଷାରେ ୧୧ .୨୫ % ସଂରକ୍ଷଣ ପାଇଁ ନିଷ୍ପତ୍ତି ହୋଇଥିଲା । ଗତ ମେ ୧୪ ରେ ଏଥିରେ ବାଜିଥିଲା କ୍ୟାବିନେଟ ମୋହର । ଏଥିରେ ଏସଇବିସିଙ୍କୁ ସଂରକ୍ଷଣ ପାଇଁ ନିଷ୍ପତ୍ତି ହୋଇଥିଲା ।

ଆଗକୁ ମେଡ଼ିକାଲ ଓ ଇଞ୍ଜିନିୟରିଂରେ ବି ସଂରକ୍ଷଣ ହୋଇପାରେ । ତେବେ ଏନେଇ ଅନୁଧ୍ୟାନ କରୁଛନ୍ତି ସରକାର ଏବଂ ଏହା ଖୁବଶୀଘ୍ର ଲାଗୁ ହେବ ବୋଲି ଦକ୍ଷତା ଓ ବିକାଶ ମନ୍ତ୍ରୀ କହିଛନ୍ତି । ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ଯେ ବାବଦରେ ଘୋଷଣା କରିପାରନ୍ତି ।

Leave A Reply

Your email address will not be published.