ସମୟ ଲାଇଭ,୨୧/୧୦: ଦିନ ୧୧ ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ଉପନିର୍ବାଚନ ବିଜେପୁର ସକାଳ ୭ରୁ ଭୋଟଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣୀ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଦିନ ୧୧ ସୁଦ୍ଧା ୨.୭% ମତ ଗ୍ରହଣ ସରିଲାଣି । । ସର୍ବମୋଟ ୨୮୫ ବୁଥରେ ଭୋଟଗ୍ରହଣ ହେଉଥିବାବେଳେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।
Comments are closed.