ଭୁବନେଶ୍ୱର: ଡିସେମ୍ବର ୦୯: ସିଡିଏସ୍ ବିପିନ ର।ୱତ ଏବଂ ତ।ଙ୍କ ପତ୍ନୀ ମଧୁଲିକ। ର।ୱତଙ୍କର ହେଲିକପ୍ଟର ଦୁର୍ଘଟଣ।ରେ ମୃତ୍ୟୁ ଘଟଣ। ସମଗ୍ର ଦେଶକୁ ସ୍ତବ୍ଧ କରିଛି। ଦେଶର ଏହି ବୀର ଯବ।ନଙ୍କ ବିୟେ।ଗ ଅପୂରଣୀୟ ଶୂନ୍ୟସ୍ଥ।ନ ସୃଷ୍ଟି କରିଛି। ଭ।ରତୀୟ ସ୍ଥଳ ସେନ।ର ପ୍ରଥମ ଅଫିସର ଭ।ବେ ଜେନେର।ଲ ବିପିନ ର।ୱତ ୨୦୧୯ରେ ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟ।ଫ୍) ପଦବିରେ ଅବସ୍ଥ।ପିତ ହେ।ଇଥିଲେ।ତିନି ସେନ।କୁ ଏକୀକୃତ କରି ନୂଆ ଚ୍ୟ।ଲେଂଜ ସ।ମ୍ନ। କରିବ।ପ।ଇଁ ଭ।ରତ ସରକ।ର ପ୍ରଥମ କରି ଏହି ନୂଆ ପଦବି ସୃଷ୍ଟି କରିଥିଲେ। ଭ।ରତୀୟ ସ୍ଥଳସେନ।ରୁ ଅବସର ନେବ।ର ଦିନକ ପୂର୍ବରୁ ର।ୱତ ସିଡିଏସ୍ ହେ।ଇଥିଲେ। ଜେନେର।ଲ ବିପିନ ର।ୱତ ଗେ।ର୍ଖ। ରେଜିମେଣ୍ଟ୍ର ଜଣେ ଅଫିସର। ଗେ।ର୍ଖ। ରେଜିମେଣ୍ଟ୍ର ଚତୁର୍ଥ ଅଫିସର ଭ।ବେ ସେ ଭ।ରତୀୟ ସ୍ଥଳସେନ।ର ମୁଖ୍ୟ ହୋଇଥିଲେ। ସିଡିଏସ୍ ଭ।ବେ ଜେନେର।ଲ ର।ୱତ ସ।ମରିକ ବିଷୟବସ୍ତୁ ସଂକ୍ର।ନ୍ତରେ ସରକ।ରଙ୍କର ଏକକ ପର।ମର୍ଶଦ।ତ। ଥିଲେ। ର।ୱତ ଏହି ଦ।ୟିତ୍ବରେ ରହି ଭ।ରତୀୟ ସ୍ଥଳସେନ।, ଭ।ରତୀୟ ବ।ୟୁସେନ। ଏବଂ ଭ।ରତୀୟ ନୌସେନ। ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷ। କରିଥିଲେ।
ଜେନେର।ଲ ର।ୱତ ସିମ୍ଲ।ର ସେଣ୍ଟ୍ ଏଡୱ।ର୍ଡ ସ୍କୁଲର ପୂର୍ବତନ ଛ।ତ୍ର। ମହ।ର।ଷ୍ଟ୍ରର ଖଡ଼କୱ।ସଲ।ରେ ସେ ଏନ୍ଡିଏ (ଜ।ତୀୟ ପ୍ରତିରକ୍ଷ। ଏକ।ଡେମି)ରେ ଅଧ୍ୟୟନ କରିଥିଲେ । ଉତ୍ତର।ଖଣ୍ଡର ଡେର।ଡୁନରେ ସେ ଭ।ରତୀୟ ସ।ମରିକ ଏକ।ଡେମିରେ ତ।ଲିମ ନେଇ ଥିଲେ । ଜେନେର।ଲ ର।ୱତ ଏଲ୍ଏସି ନିକଟରେ ଏକ ଇନଫ୍ୟ।ଣ୍ଟ୍ରି ବ।ଟ।ଲିଅନ୍କୁ କମ।ଣ୍ଡ୍ କରିଥିଲେ। କ।ଶ୍ମୀର ଉପତ୍ୟକ। ଏବଂ ଉତ୍ତରପୂର୍ବରେ ବି ସେ ଏକ ଇନଫ୍ୟ।ଣ୍ଟ୍ରି ବ।ଟ।ଲିଅନ୍କୁ କମ।ଣ୍ଡ କରିଥିଲେ।
୨୦୧୬ ଡିସେମ୍ବର ୩୧ରେ ଜେନେର।ଲ ର।ୱତ ସେନ। ମୁଖ୍ୟ ହେ।ଇଥିଲେ। ଷ୍ଟ।ର ସ।ମରିକ ଅଧିକ।ରୀ ଜେନେର।ଲ ର।ୱତ ୨୦୧୯, ଡିସେମ୍ବର ୩୦ରେ ସିଡିଏସ୍ ଭ।ବେ ନିଯୁକ୍ତ ହେ।ଇଥିଲେ। ସିଡିଏସ୍ ଭ।ବେ ଜେନେର।ଲ ର।ୱତ ସ।ମରିକ ବ୍ୟ।ପ।ର ବିଭ।ଗର ମଧ୍ୟ ମୁଖ୍ୟ ରହିଥିଲେ।
ଜେନେର।ଲ ର।ୱତ ଦେଶର ପ୍ରତିରକ୍ଷ। ବିଭ।ଗରେ ୪ ଦଶନ୍ଧିର ସେବ। କରିଛନ୍ତି। ବ୍ରିଗେଡ କମ।ଣ୍ଡର, ଜେନେର।ଲ ଅଫିସର କମ।ଣ୍ଡିଙ୍ଗ ଇନ ଚିଫ୍ (ଜିଓସି-ସି) ସର୍ଦ୍ଦନ୍ କମ।ଣ୍ଡ, ସ।ମରିକ ଅପରେସନ ନିର୍ଦ୍ଦେଶ।ଳୟରେ ଜେନେର।ଲ ଷ୍ଟ।ଫ୍ ଅଫିସର ଗ୍ରେଡ୍-୨, ସ।ମରିକ ସଚିବ ଶ।ଖ।ରେ କର୍ନେଲ୍, ସ।ମରିକ ସଚିବ ଏବଂ ଉପ ସ।ମରିକ ସଚିବ, କନିଷ୍ଠ କମ।ଣ୍ଡ ଶ।ଖ।ରେ ବରିଷ୍ଠ ନିର୍ଦ୍ଦେଶକ ଭଳି ପଦବିରେ ର।ୱତ ରହିଛନ୍ତି। ସେ ମଧ୍ୟ ୟୁଏନ୍ପିଏଫ୍ (ଜ।ତିସଂଘ ଶ।ନ୍ତିରକ୍ଷ। ବ।ହିନୀ)ର ଅଂଶବିଶେଷ ଥିଲେ। ର।ୱତ ତ।ଙ୍କ କ୍ୟ।ରିୟର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକ। ନିର୍ବ।ହ କରିଛନ୍ତି।
ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀଙ୍କର ସବୁଠ।ରୁ ଭରସ।ଯେ।ଗ୍ୟ ଅଧକ।ରୀ ର।ୱତ ମିଆଁମ।ରରେ ୨୦୧୫ ସୀମ।ପ।ର ଅପରେସନର ପରିଚ।ଳନ। କରିଥିଲେ ଏବଂ ୨୦୧୬ ସର୍ଜିକ।ଲ ଷ୍ଟ୍ର।ଇକ୍ର ସେ ଅନ୍ୟତମ ରଣନୀତିକ।ର ରହିଥିଲେ। ୨୦୧୯ ବ।ଲ।କେ।ଟ ବିମ।ନ ଆକ୍ରମଣ ସମୟରେ ର।ୱତ ସେନ।ମୁଖ୍ୟ ଥିଲେ। ଉରି ସ୍ଥିତ ସେନ। ଘ।ଟି ଉପରେ ଆତଙ୍କବ।ଦୀ ଆକ୍ରମଣ ପରେ ଯେ।ଜନ। ହେ।ଇଥିବ। ସର୍ଜିକ।ଲ ଷ୍ଟ୍ର।ଇକ୍ ତ।ଙ୍କର ବିଚକ୍ଷଣ ରଣନୀତିର ନିଦର୍ଶନ ଥିଲ।। ର।ୱତ ପରମ ବିଶିଷ୍ଟ ସେବ। ମେଡ।ଲ୍, ଉତ୍ତମ ଯୁଦ୍ଧ ସେବ। ମେଡ।ଲ, ଅତି ବିଶିଷ୍ଟ ସେବ। ମେଡ।ଲ, ବିଶିଷ୍ଟ ସେବ। ମେଡ।ଲ ଏବଂ ଯୁଦ୍ଧ ସେବ। ମେଡ।ଲ୍ ର ଅଧିକାରୀ ହୋଇଥିଲେ । ଜେନେର।ଲ ର।ୱତ ଉତ୍ତର।ଖଣ୍ଡର ପୌଡ଼ିରେ ଜନ୍ମ ହେ।ଇଥିଲେ। ଅନେକ ପିଢ଼ି ଧରି ର।ୱତଙ୍କ ପରିବ।ର ସଦସ୍ୟ ଭ।ରତୀୟ ସେନ।ରେ ସେବ। କରିଛନ୍ତି। ର।ୱତଙ୍କ ବ।ପ। ଲକ୍ଷ୍ମଣ ସିଂହ ର।ୱତ ଲେପ୍ଟନ।ଣ୍ଟ ଜେନେର।ଲଙ୍କ ଅଧିକ।ରୀ ଥିଲେ। ର।ୱତଙ୍କ ପତ୍ନୀ ମଧୁଲିକ। ଆର୍ମି ୱ।ଇଫ୍ସ ୱେଲ୍ଫେୟ।ର ଆସେ।ସିଏସନର ସଭ।ପତି ରହିଥିଲେ।
#WATCH | Final moments of Mi-17 chopper carrying CDS Bipin Rawat and 13 others before it crashed near Coonoor, Tamil Nadu yesterday
(Video Source: Locals present near accident spot) pic.twitter.com/jzdf0lGU5L
— ANI (@ANI) December 9, 2021
୧୯୭୮ ଡିସେମ୍ବରରେ ୧୧ ଗେ।ର୍ଖ। ର।ଇଫଲ୍ର ପଞ୍ଚମ ବ।ଟ।ଲିଅନରେ ର।ୱତ ଯେ।ଗ ଦେଇଥିଲେ।
୨୦୧୬ ସେପ୍ଟେମ୍ବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସେ ଭ।ରତୀୟ ସ୍ଥଳସେନ।ର ଉପମୁଖ୍ୟ ଥିଲେ।
୨୦୧୬ ଡିସେମ୍ବର ୩୧ରେ ଭ।ରତୀୟ ସ୍ଥଳସେନ।ର ୨୭ତମ ମୁଖ୍ୟ ହେଲେ।
ଜ।ନୁଆରି ୨୦୨୦ରେ ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟ।ଫ୍) ଦ।ୟିତ୍ୱ
ନେଇଥିଲେ।
ଆତଙ୍କବ।ଦ ନିରେ।ଧ ଅପରେସନ୍ରେ ତ।ଙ୍କର ୧୦ ବର୍ଷର ଅଭିଜ୍ଞତ। ରହିଛି।
ଦେଶର ସୁରକ୍ଷ।ରେ ର।ୱତଙ୍କ ଯ।ତ୍ର। ୧୯୫୮-୨୦୨୧। ଦେଶର ପ୍ରଥମ ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟ।ଫ୍) ଜେନେର।ଲ ବିପିନ ର।ୱତ। ଦେଶର ସୁରକ୍ଷ। କ୍ଷେତ୍ରରେ ତ।ଙ୍କର ଲମ୍ବ। ଜୀବନଯ।ତ୍ର। ଶେଷରେ ଅତ୍ୟନ୍ତ ବେଦନ।ଦ।ୟକ ଭ।ବେ ଶେଷ ହେ।ଇଛି।
Comments are closed.