ସଂଖ୍ୟାଲଘୁଙ୍କ ସହ ବିଜେଡି ରହିଛି: ନବୀନ ପଟ୍ଟନାୟକ

0

ଭୁବନେଶ୍ବର: ରାଜ୍ଯସଭାରେ ୱାକ୍ଫ ବିଲକୁ ନେଇ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିବା ବେଳେ ମୁହଁ ଖୋଲିଛନ୍ତି ନବୀନ ପଟ୍ଟନାୟକ।ବାକ୍‌ଯୁଦ୍ଧକୁ ନେଇ ବିରୋଧୀଦଳ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଜେଡି ସବୁ ବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟ ସହ ରହିଛି ରହିବ’।ଧର୍ମ ନିରପେକ୍ଷ ଆଦର୍ଶରେ ବିଜେଡି ଅଟଳ ରହିଛି, ରହିବ’।‘ସେଥିପାଇଁ ବିଜେଡି ୨୦୦୯ରେ ମେଣ୍ଟରୁ ଓହରି ଯାଇଥିଲା’ ସଂଖ୍ୟାଲଘୁଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ ବୋଲି ନବୀନ କହିଛନ୍ତି।

ଓ୍ବାକଫ୍ ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ ପରଠାରୁ ରାଜ୍ୟ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ବିଜେଡିରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ସପକ୍ଷବାଦୀ ଏବଂ ବିରୋଧି ଦୁଇ ଗୋଷ୍ଠୀ ଗଠନ ହୋଇଛି।

Leave A Reply

Your email address will not be published.