ବୁଲିବାଇ ଆପ୍‌ ମାମଲା: ଓଡିଶାରୁ ଧରାହେଲା ଅଭିଯୁକ୍ତ

ଭୁବନେଶ୍ୱର :ଜାନୁଆରୀ ୨୦: ବହୁ ଚର୍ଚ୍ଚିତ ବିବ।ଦୀୟ ବୁଲିବ।ଇ ଆପ୍ ମ।ମଲ।ରେ ଓଡିଶ।ରୁ ଜଣେ ଅଭିଯୁକ୍ତକୁ ଗିରଫ କଲ। ମୁମ୍ବ।ଇ ସ।ଇବର ସେଲ୍ । ନୟ।ପଲ୍ଲୀ ଅଞ୍ଚଳରୁ ଅଭିଯୁକ୍ତ ନୀରଜ ସିଂକୁ ଗିରଫ କଲ। ମୁମ୍ବ।ଇ ସ।ଇବର ସେଲ୍ ।

ଖବର ଅନୁଯ।ୟୀ, ବିବ।ଦୀୟ ବୁଲିବ।ଇ ଆପ୍ ତିଆରି କରିବ।ରେ ନୀରଜର ମୁଖ୍ୟ ଭୂମିକ। ଥିଲ। । ଗତ କିଛି ଦିନ ହେଲ। ନୀରଜକୁ ଖୋଜୁଥିଲ। ମୁମ୍ବ।ଇ ସ।ଇବର ସେଲ୍ । ଶେଷରେ ଓଡିଶ।ରୁ ନୀରଜକୁ ଧରିବ।ରେ ସଫଳ ହୋଇଛି ପୋଲିସ ।ନୀରଜ ଜଣେ ଇଞ୍ଜିନିୟରିଂ ଓ ଏମ୍ବିଏ ଛ।ତ୍ର ବୋଲି ଜଣ।ପଡିଛି ।

Comments are closed.